ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମଣିପୁର ଘଟଣାକୁ ନେଇ ମହିଳା ସଂଗଠନର ପତିବାଦ

ଜୁନାଗଡ଼,୨୩/୭(ମ ନି ସ)ମଣିପୁର ରାଜ୍ୟରେ ଦୁଇ ମହିଳାଙ୍କ ଉପରେ ହୋଇଥିବା ବର୍ବରୋଚିତ ଅତ୍ୟାଚାର ଘଟଣା କୁ ନେଇ ଉତ୍କଳ ମହିଳା ସମିତି କଳାହାଣ୍ଡି ତରଫରୁ ଏକ ପ୍ରତିବାଦ ଶୋଭାଯାତ୍ରା କରାଯାଇଥିଲା।ସମିତିର ଆବାହିକା ରାଣୀମତି ଛାତ୍ରୀଆ ଙ୍କ ନେତୃତ୍ୱରେ ସ୍ଥାନୀୟ ଓରିଅନ ହୋଟେଲ ଛକରୁ ବାହାରି ଥାନା ସମ୍ବୁଖ ରେ ଗଣ ପ୍ରତିବାଦ କରାଯାଇଥିଲା।ମଣିପୁର କାଙ୍ଗକୋପି ଜିଲ୍ଲାରେ ଦୁଇ ମହିଳାଙ୍କ ଉପରେ ହୋଇଥିବା ଘଟଣାକୁ ତୀବ୍ର ବିରୋଧ କରିବା ସହ ପିଡ଼ିତାଙ୍କୁ ଉପଯୁକ୍ତ ନ୍ୟାୟ ପ୍ରଦାନ ସହ ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କରାଯାଇଥିଲା।ଏଥିରେ ସମିତିର ଯୁଗ୍ମଆବାହିକା ସଂଯୁକ୍ତା ଚନ୍ଦନ,ଜିଲ୍ଲା କମିଟି ସଭ୍ୟା ମନୋରମା ମହାଳିକ,ସୁକାନ୍ତି ଦାସ,ଲଳିତା ରଣା,ଅମ୍ବିକା ବାଗ,କଳ୍ପନା ବରାଡ଼,ମିନା ବାଗ,ସରୋଜିନୀ କାଣ୍ଡ ପ୍ରମୁଖ ଉପସ୍ଥିତ ରହି ଥିଲେ।

ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ନିଶିଗନ୍ଧା ଭାଷା ପ୍ରତିଷ୍ଠାନର ମକର ମିଳନରେ ଆନ୍ଧ୍ରପ୍ରଦେଶ ମହାମହିମ ରାଜ୍ୟପାଳ ଶ୍ରୀଯୁକ୍ତ ବିଶ୍ୱଭୂଷଣ ହରିଚନ୍ଦନ ଙ୍କ ସହ ଆଞ୍ଚଳିକ ବିକାସ କୁ ନେଇ ଆଲୋଚନା

Sunil Chandra Nayak

୧- ଅଣନିଶ୍ୱାସୀ ହୋଇ ୬ ଜଣ ଛାତ୍ରୀ ଅସୁସ୍ଥ , ୨-ସିବିଏସଇ ଜୋନାଲ ତାଇକୋଣ୍ଡୋ ପ୍ରତିଯୋଗିତାରେ ଢେଙ୍କାନାଳ ଖେଳାଳୀଙ୍କୁ ସ୍ୱର୍ଣ୍ଣ ସହ ରୌପ୍ୟ ଏବଂ କାଂସ୍ୟ ପଦକ, ୩- କବାଟ ତାଡି ତିନୋଟି ଦୋକାନ ରୁ ଲୁଟ , ୪- ହିନ୍ଦୋଳ ନିର୍ବାଚନମଣ୍ଡଳୀ ଓଡାପଡା ବିଜୁଜନତାଦଳ’ର ସଂଗଠନିକ ବୈଠକ, ୫- ଭାପୁର ବାରି ପୋଖରୀରେ ବୁଡି ଯୁବକ ମୃତ ,୬-ଡବଲ ଇଞ୍ଜିନ ସରକାରରେ ଡାକ୍ତର ମରୁଡ଼ି, ରୋଗୀ ହନ୍ତସନ୍ତ 

Sunil Chandra Nayak

ବାଳାଶ୍ରମର ବାର୍ଷିକ ଉତ୍ସବ ଅନୁଷ୍ଠିତ 

masiha

Leave a Comment

error: Content is protected !!