ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲଗାଣ ବର୍ଷା ରେ ଉପ ଜିଲ୍ଲାପାଳଙ୍କ ପାଚେରୀ ଭାଙ୍ଗି ୩ ବାଇକ୍ ଚୁରମାର

ନବରଙ୍ଗପୁର୨୪/୭(ମସିହା) ନବରଙ୍ଗପୁର ଜିଲ୍ଲା ସଦର ମହକୁମା, ଉପ ଜିଲ୍ଲାପାଳ ଙ୍କର କାର୍ଯ୍ୟାଳୟ ରେ ଅନେକ ଲୋକ ନିଜ ନିଜର ,ବ୍ୟକ୍ତିଗତ କାମ କରିଵା ପାଇଁ ସବୁବେଳେ ଆସିଥାନ୍ତି । ଆଜିମଧ୍ୟ ସେହିପରି ଅନେକ ଲୋକ ନିଜ ନିଜ କାର୍ଯ୍ୟ ପାଇଁ କାର୍ଯ୍ୟାଳୟ କୁ ଆସିଥିଲେ , ଓ ନିଜ ନିଜ ମୋଟର ସାଇକେଲ ରଖିଥିଲେ ,କିନ୍ତୁ ଭାଗ୍ୟର ବିଡମ୍ବନା , ଭାବିବି ହୁଏନାହିଁ, ।ହଠାତ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ପାଚେରୀ ଭାଙ୍ଗି ପଡିବାରୁ ସେ ପାଖରେ ରହିଥିବା ତିନି ମୋଟର ସାଇକେଲ ଚୁରମାର ହୋଇ ଯାଇଛି ଓ ପାଖରେ ରହିଥିବା ଲୋକ ଅଳ୍ପ କେ ମୃତ୍ୟୁ ମୁଖରୁ ବଞ୍ଚି ଯାଇଛନ୍ତି l ଯଦି ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟର ପାଚେରୀ କାନ୍ଥ ଏହିପରି ହୋଇଥାଏ ,ତାହେଲେ ଅନ୍ୟ ସରକାରୀ କାନ୍ଥ ଗୁଡିକ କେଉଁ ପରି ତିଆରି ହୋଇଥିବ lତାହା ସମସ୍ତଙ୍କ ମନରେ ପ୍ରଶ୍ନ ବାଚୀ ସୃଷ୍ଟି କରୁଛି ?ଏଣୁ ଏଥିପ୍ରତି ସମସ୍ତେ ସଚେତନ ହେବା ଜରୁରୀ ବୋଲି ଜିଲ୍ଲା ବାସୀ ଙ୍କ ମନରେ ମତ ପ୍ରକାଶ ପାଇଛି ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ରାୟଗଡ଼ ରେ ଘର ଘର ତ୍ରିରଙ୍ଗା, ଘର ଘର ସ୍ଵଚ୍ଛତା ଯାତ୍ରା 

Sunil Chandra Nayak

କୁଡୁମୀ ସେନା ର ୧୩ ତମ ପ୍ରତିଷ୍ଠା ଦିବସ 

masiha

ଆଦର୍ଶ ନାରୀ ପ୍ରତିଭା ଦମୟନ୍ତୀ ତ୍ରିପାଠୀଙ୍କ ଅକାଳ ବିୟୋଗରେ ଶୋକ 

Leave a Comment

error: Content is protected !!