ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାପ କାମୁଡ଼ାର ଶିକାର ହେଲେ ଯୁବକ

କାମାକ୍ଷାନଗର ((ମନିସ )27/7/23 // ଢେ଼ଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ଜୟପୁର ଗ୍ରାମର ଗୋବର୍ଦ୍ଧନ ମଲ୍ଲିକ ବୟସ ୩୬ ବର୍ଷ ଶୌଚ ହେବାକୁ ଯିବା ସମୟରେ ସାପ କାମୁଡାର ଶିକାର ହୋଇ ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି। ସୂଚନା ରୁ ଜଣା ପଡ଼ିଛି ଗୋବର୍ଦ୍ଧନ ଆଜି କାମରୁ ଫେରି ଶୌଚ ହେବା ପାଇଁ ପୋଖରୀକୁ ଯାଇଥିଲେ।ଅନ୍ଧାର ହୋଇଥିବାରୁ ଘାସ ବୁଦାରୁ ଏକ ଅଜଣା ସାପ ତାଙ୍କ ଡାହାଣ ପାଦ କୁ କାମୁଡିଥିଲା । ସେଠାରୁ ଗୋବର୍ଦ୍ଧନ ଘରକୁ ଫେରି ଆସି ଘର ଲୋକଙ୍କ ସହାୟତାରେ ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିଲେ ।ତେବେ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପରେ ଗୋବର୍ଦ୍ଧନଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିରଥିବା ଜଣା ପଡିଛି

କାମାକ୍ଷାନଗର ରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

କାମାକ୍ଷାନାଗାର ରେ ବଜ୍ରାଘାତ ଘଟି ୫ ଗୁରୁତର

masiha

ପରିବେଶ ସମ୍ବନ୍ଧୀୟ ନୈତିକ ମୂଲ୍ୟବୋଧ ଆଲୋଚନାଚକ୍ର 

Sunil Chandra Nayak

ମୋଟରସାଇକେଲ ଦୁର୍ଘଟଣା ୧ ମୃତ, ୨ ଆହତ 

Sunil Chandra Nayak

Leave a Comment

error: Content is protected !!