ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନ୍ତୁଣିଆ ଗ୍ରାମ୍ୟ କମିଟି ପକ୍ଷରୁ ୪୨ ମୌଜା ଥାନା ଅଧିକାରୀ ସମ୍ଭର୍ଦ୍ଧିତ

କଟକ : କଟକ ସଦର ୪୨ ମୌଜା ବନ୍ତୁଣିଆ ଗ୍ରାମ୍ୟ କମିଟି ପକ୍ଷରୁ ୪୨ ମୌଜା ଆଇ.ଆଇ.ସି. ଶ୍ରୀ ଗିରିଶ ଚନ୍ଦ୍ର ମହାରଣାଙ୍କୁ ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରାଯାଇ ସସମ୍ମାନେ ସମ୍ଭର୍ଦ୍ଧିତ କରାଯାଇଅଛି । ଏହି କାର୍ଯ୍ୟକ୍ରମରେ ସଭାପତି ପୁଷ୍ପ ରଞ୍ଜନ ବିଶ୍ବାଳ,ସମ୍ପାଦକ ସତ୍ୟ ନାରାୟଣ ଦାଶ,କୋଷାଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ସେଠୀଙ୍କ ସମେତ ରଘୁନାଥ ଦାଶ,ବିଳାସ ଚନ୍ଦ୍ର ବେହେରା,ଦେବେନ୍ଦ୍ର ସେନାପତି, ରାଜ କିଶୋର ଭୋଇ,ନରେନ୍ଦ୍ର ଦାସ, ଉମେଶ ବେହେରା,ଅରକ୍ଷିତ ଦାସ, ଗୋବର୍ଦ୍ଧନ ମଲ୍ଲିକ,ବିଦ୍ୟାଧର ମଲ୍ଲିକ, ସଦାଶିବ ବିଶ୍ବାଳ,ନୃସିଂହ ଚରଣ ନାୟକ,ଅମିତାଭ ବିଶ୍ବାଳ,ଦୁର୍ଗା ପ୍ରସାଦ ସେନାପତି,ସୁରେନ୍ଦ୍ର ଭୋଇ, ଗୁରୁ ପ୍ରସାଦ ସାହୁ ଓ ବିଶ୍ଵଜିତ୍ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ ।

କଟକ ସଦର ରୁ ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ 

Related posts

ଧର୍ମଗଡ଼ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନ୍ତର୍ଗତ ଯୋଗ ଶିକ୍ଷା

masiha

ଓ ଇ ଏସ ପାଇଲେ ଚକୁଳି ଗ୍ରାମର ମଧୁସ୍ମିତା

ପଶ୍ଚିମବାର୍ଡ଼ ମଣ୍ଡଳସ୍ତରୀୟ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା

Sunil Chandra Nayak

Leave a Comment

error: Content is protected !!