ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରଙ୍ଗ ର ଖେଳ ହୋଲି ରେ ରଙ୍ଗୀନ ହେଲେ ଛାତ୍ର ମହଲ

ବିଶମକଟକ – ତା ୧୯/୦୩ ବିଶମକଟକ ବ୍ଲକ ଅନ୍ତର୍ଗତ ମା ମାର୍କମା ମହାବିଦ୍ୟାଳୟରେ ଖୁବ ଆନନ୍ଦ ଉ୍ଲାସରେ ପାଳନ କରାଯାଇଥିଲା ହୋଲି ପର୍ବ। ମହାବିଦ୍ୟାଳୟରେ ହଷ୍ଟେଲରେ ରହୁଥିବା ଛାତ୍ର ଓ ଛାତ୍ରୀ ଖୁବ ଧୁମ୍ ଧାମରେ ପାଳନ କଲେ “ହୋଲି” ପର୍ବ । ଦେଖିବାର କଥା ଥିଲା କି ଦୁଇ ବର୍ଷ ଧରି ହୋଲି ଖାଲି ନ ପାରି ଥିବା ଛାତ୍ର ଓ ଛାତ୍ରୀ ଖୁବ ଆନନ୍ଦ ଏ ବର୍ଷ ହୋଲିର ଆନନ୍ଦ ନେଇଥିଲେ। ଯୁଗଳ କିଶୋର ଜେନାଙ୍କ ରିପୋର୍ଟ।

Related posts

ରାଜ୍ୟସ୍ତରୀୟ କଳାକାର ସଂହତି ଦିବସରେ ବାଲେଶ୍ବର କଳାକାର ସମ୍ବର୍ଦ୍ଧିତ 

ତିରିଂ ବଡଡାଳିମାରେ ବିଶାଳ ଜନ ସମ୍ପର୍କ ପଦଯାତ୍ରା

Sunil Chandra Nayak

ରାଧାମୋହନ ପୂଜାହାରୀ ଙ୍କ କବିତା ଲୁହା କହେ ସୁନାକୁ

Sunil Chandra Nayak

Leave a Comment

error: Content is protected !!