ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନ୍ଧୁଗାଁ ଥାନାରେ ନୂତନ ଥାନା ଅଧିକାରୀଙ୍କ ଯୋଗଦାନ

ବନ୍ଧୁଗାଁ ତା ୩/୮/୨୩ କୋରାପୁଟ ଜିଲ୍ଲା ବନ୍ଧୁଗାଁ ପୋଲିସ ଥାନାରେ ନୂତନ ଥାନା ଅଧିକାରୀ ଭାବେ ପ୍ରସନ୍ନ କୁମାର ମିଶ୍ର ଯୋଗଦାନ କରିଛନ୍ତି । ସୁଚନା ଯୋଗ୍ୟ, ଥାନା ଅଧିକାରୀ ପ୍ରସନ୍ନ କୁମାର ମିଶ୍ର କାଶିପୁର ଥାନାରେ ୨୦୨୨ ବର୍ଷରେ କାର୍ଯ୍ୟରତ ରହି ଥିଲେ। ତାଙ୍କ ନିଜ ଘର ରାୟଗଡା ଜିଲ୍ଲା ଅଟେ । ପୂର୍ବରୁ ବନ୍ଧୁଗାଁ ଥାନାରେ ଥିବା ଥାନା ଅଧିକାରୀ ବିଜୟ ରାଜ ମାଝି କଳାହାଣ୍ଡି ଜିଲ୍ଲାରେ ବଦଳି ହୋଇଥିବା ଜାଣିବାକୁ ମିଳିଛି । ବନ୍ଧୁଗାଁ ଥାନା ଅଧିକାରୀ ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ବ୍ଲକକୁ ଶାନ୍ତି ଶୃଙ୍ଖଳା ରକ୍ଷା ରଖିବା ପାଇଁ ପ୍ରାଥମିକତା ଦିଆଯିବ । ଏଥିପାଇଁ ସ୍ଥାନୀୟ ଜନସାଧାରଣ , ସାମ୍ବାଦିକ, ରାଜନୈତିକ ଦଳର କର୍ମୀ ଓ ଜନପ୍ରତିନିଧି ମାନଙ୍କ ସାହଯ୍ୟ ସହଯୋଗ କରିବା ପାଇଁ ଅନୁରୋଧ କରିଛନ୍ତି ।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଂଗାରି ଙ୍କ ରିପୋର୍ଟ 

Related posts

ଖବର ସଂଗ୍ରହ ପାଇଁ ଯାଉ ଥିବା ବେଳେ ବାଇକକୁ ପଛପଟୁ ପିଟିଲା ଟ୍ରକ, ସାମ୍ବାଦିକ ଆହତ

masiha

ଧର୍ମଗଡ ବ୍ଲକ ଅବସର ପ୍ରାପ୍ତ କର୍ମଚାରୀ ସଂଘ ଗଠିତ 

Sunil Chandra Nayak

ନିଶାମୁକ୍ତ ଭାରତ ଅଭିଯାନ ସଚେତନତା ଶିବିର 

Sunil Chandra Nayak

Leave a Comment

error: Content is protected !!