ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂଆପଡ଼ା ଜିଲ୍ଲା ତୀଖାଲି ଲୋୟର ଜଳ ସେଚନ ପ୍ରକଳ୍ପ ରେ ଜଳ ସ୍ତର୨୬୩.୦୭୦ ମିଟର ରହିଥିବା ବେଳେ ପ୍ରତି ସେକେଣ୍ଡ ରେ ୯୧.୧୦୧ କି ଜଳ ପ୍ରବେଶ

ନୂଆପଡ଼ା ଜିଲ୍ଲା ତୀଖାଲି ଲୋୟର ଜଳ ସେଚନ ପ୍ରକଳ୍ପ ରେ ଜଳ ସ୍ତର୨୬୩.୦୭୦ ମିଟର ରହିଥିବା ବେଳେ ପ୍ରତି ସେକେଣ୍ଡ ରେ ୯୧.୧୦୧ କି ଜଳ ପ୍ରବେଶ

ନୂଆପଡ଼ା ଜିଲ୍ଲା ରେ ବୃହତ୍ ଜଳସେଚନ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ଦୁଇ ଗୋଟି କେନାଲ ମାଧ୍ୟମରେ ୨୯ ହଜାର ୯ ଶହ ହେକ୍ଟର ଜମି କୁ ଜଳ ସେଚିତ ର ଲକ୍ଷ ରହିଅଛି। ଲଗାଣ ବର୍ଷା ଯୋଗୁଁ ତୀଖାଲି ଲୋୟର ଜଳ ସେଚନ ପ୍ରକଳ୍ପ ରେ ଜଳ ସ୍ତର ୨୬୩.୦୭୦ ମିଟର ରହିଥିବା ବେଳେ ପ୍ରତି ସେକେଣ୍ଡ ରେ ୯୧.୧୦୧ କିୟୁବିକ ଜଳ ପ୍ରବେଶ କରୁଅଛି। ସେହିପରି ବାମ କେନାଲ ଦ୍ବାରା ୧୫.୦୦୦ କିୟୁବିକ୍ ଜଳ ନିଷ୍କାସନ ହେଉଥିବା ବିଭାଗୀୟ ଅଧିକ୍ଷଣ ଯନ୍ତ୍ରୀ ସୌମ୍ୟ କିଶୋର ଜୟପୂରିଆ ପ୍ରକାଶ କରିଛନ୍ତି। ବର୍ତ୍ତମାନ ଏହି ପ୍ରକଳ୍ପ ରେ ଜଳ ଧାରଣ କ୍ଷମତା ୩୧୪.୨୫୨ ଏମକିୟୁଏମ ରହିଥିବା ବେଳେ ବର୍ତ୍ତମାନ ୨୫୬.୬୬୯ ଏମକିୟୁଏମ ରହିଥିବା ଜଣାପଡିଛି।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଧର୍ମଗଡ ଉପଖଣ୍ଡ ହସ୍ପିଟାଳ ରେ ରୋଗୀ କଲ୍ୟାଣ ସମିତିର ବୈଠକ 

masiha

ପ୍ରିୟ କାର୍ଯ୍ୟାଳୟ ଠାରେ ବିଶ୍ଵ ଅଟିଯିମ୍ ଦିବସ ପାଳିତ

Sunil Chandra Nayak

ମାନବ ସେବା ପ୍ରତିଷ୍ଠାନର ଶ୍ରଦ୍ଧା ଦାସ ଙ୍କ କୃତିତ୍ୱ 

masiha

Leave a Comment

error: Content is protected !!