ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସର୍ପାଘାତରେ ଜଣେ ମୃତ

କାମାକ୍ଷାନଗର -(ମନିସ )4/8/23 // ରାଜ୍ୟରେ ଥମୁନି ବିଷଧର ସାପ କାମୁଡାରେ ମୃତ୍ୟୁ ଘଟଣା।ପୂଣି ଆଜି-ସାପ କାମୁଡାରେ ମୃତ୍ୟୁ ହୋଇଥିବା ଖବର ସାମନାକୁ ଆସିଛି।ମୃତକ ହେଲେ କାମାକ୍ଷାନଗର ଥାନା ଏକତାଳି ଗ୍ରାମର ନିର ବିଶ୍ବାଳ।ନିର ସକାଳେ ନିଜର ଚାଷ ଜମିକୁ ଯାଇଥିବା ବେଳେ ଏକ ବିଷାକ୍ତ ସାପ କାମୁଡିଦେଇଥିବା ଜଣାପଡିଛି।ଖବର ପାଇ ପରିବାର ଲୋକଙ୍କ ସହାୟତାରେ ଚିକିତ୍ସା ପାଇଁ କାମାକ୍ଷାନଗର ମେଡିକାଲକୁ ଆଣିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।ତେବେ ଏହି ଘଟଣାକୁ ନେଇ ମେଡିକାଲ ପରିସରରେ ଏକ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।ନିର କାମାକ୍ଷାନଗରର ତରୁଣ ବଜାର ଠାରେ ଦିର୍ଘଦିନ ହେବ ଏକ ଫଟୋ ଦୋକାନ ଦେଇ ପରିବାର ପ୍ରତିପୋଷଣ କରୁଥିଲେ।ତାଙ୍କର ବିୟୋଗ ରେ ସମଗ୍ର କାମାକ୍ଷାନଗର ଅଞ୍ଚଳ ରେ ଶୋକର ଛାୟା ଖେଳିଯାଇଛି

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଭଗିଚକୁରାଇ ହରପାର୍ବତୀ ଯୁବକ ସଂଘ ର ଗଣେଷ ପୂଜା ଓ ବାର୍ଷିକ ଉତ୍ସବ ଅନୁଷ୍ଠିତ

masiha

ବେଦାନ୍ତ ଲିମିଟେଡ ପକ୍ଷରୁ ଦ୍ଵିତୀୟ ପର୍ଯ୍ୟାୟ ମୋତିଆବିନ୍ଦୁ ଚିକିତ୍ସା ଶିବିର 

masiha

ନୂଆ ଦିଲ୍ଲୀରେ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ଭବନରେ ସାକ୍ଷାତକରି ଜାତୀୟ ଆଦିବାସୀ ହୋ-ଭାଷା କ୍ରିୟାନୁଷ୍ଠାନ କମିଟିର ପ୍ରତିନିଧି ମଣ୍ଡଳୀଙ୍କ ସହିତ ସୗହାର୍ଦପୂର୍ଣ ଆଲୋଚନା ଓ ଦାବି ପତ୍ର ପ୍ରଦାନ କରିଥିଲେ

Sunil Chandra Nayak

Leave a Comment

error: Content is protected !!