ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିପଦ ସଙ୍କୁଳ ଅବସ୍ଥାରେ ୪୨ ମୌଜା ତଇଲିପଡା ଟ୍ରାନ୍ସଫମର

 କଟକ : କଟକ ସଦର ବୟାଳିଶମୌଜା ଅନ୍ତର୍ଗତ ତଇଲିପଡା ଗ୍ରାମସ୍ଥିତ ରାସ୍ତା ପାର୍ଶ୍ବ ନିକଟରେ ବିପଦ ସଙ୍କୁଳ ଅବସ୍ଥାରେ ବିଦ୍ୟୁତ ଟ୍ରାନ୍ସଫମର ରହିଛି । ଏହାର ଚାରି ପାଶ୍ବରେ ଅନାବନା ବୃକ୍ଷଲତା ମାଡିଗଲାଣି । ଏହାର ଚାରିପାର୍ଶ୍ୱରେ ତାରବାଡ ସଫା କରାଯିବା ସହିତ ଚାରି ପାଶ୍ବରେ ବ୍ୟାରିକେଡ ପାଚେରୀ ନିମ୍ରାଣ କରାଯିବା ପାଇଁ ଗ୍ରାମବାସୀଙ୍କ ଉପେନ୍ଦ୍ର ଦାସ,ପ୍ରକାଶ ଚଂଦ୍ର ଦାସ,ଚଂଦ୍ର ଶେଖର ସ୍ୱାଇଁ,ଶିବରାମ ଦାସ,ବିଭୂତି ନନ୍ଦ ଦାସ ପ୍ରମୁଖ ବୟାଳିଶମୌଜା ବିଦ୍ୟୁତ କର୍ଯ୍ୟାଳୟ ନିକଟରେ ଦୃଢ ଦାଵୀକରିଛନ୍ତି।

କଟକ ସଦର ରୁ ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ 

Related posts

ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ସମସ୍ତ ଶିକ୍ଷାନୁଷ୍ଠାନ କୁ କନ୍ଧମାଳ ଜିଲ୍ଲାପାଳ ଦୁଇଦିନ ପାଇଁ ବନ୍ଦ ଘୋଷଣା କଲେ 

ପ୍ରଧାନ ଶିକ୍ଷକଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା 

masiha

ଜଳ ବିଭାଜିକା ପ୍ରକଳ୍ପ ଦ୍ୱାରା ୩ ହେକ୍ଟର ଜମିରେ କାଜୁ ଚାରା ରୋପଣ 

Sunil Chandra Nayak

Leave a Comment

error: Content is protected !!