ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତେନ୍ତୁଳିଖୁଣ୍ଟି ଥାନା ରେ ନୂତନ ଆଇ ଆଇ ସି ଙ୍କ ଯୋଗଦାନ

ତେନ୍ତୁଳିଖୁଣ୍ଟି ୦୭/୦୮/୨୩ // ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଥାନା ରେ ଆଜି ନୂତନ ଆଇ ଆଇ ସି ଅଭିମନ୍ୟୁ ଦୁର୍ଗା ଯୋଗ ଦେଇଛନ୍ତି। ଆଇ ଆଇ ସି ଟଙ୍କ ଗିରି ଭୋଇ ଙ୍କ ବଦଳି ପରେ ଏହି ପଦବୀ ଖାଲି ଥିଲା। ଆରକ୍ଷୀ ଅଧୀକ୍ଷ ଏସ ସୁଶ୍ରୀ ଅଭିମନ୍ୟୁ ଦୁର୍ଗା ଙ୍କୁ ତେନ୍ତୁଳିଖୁଣ୍ଟି ଥାନା ସହ ଖାତିଗୁଡା ଥାନା ଦାୟିତ୍ୱ ଦେଇଛନ୍ତି। ଅଭିମନ୍ୟୁ ଦୁର୍ଗା ତେନ୍ତୁଳିଖୁଣ୍ଟି ଆଇ ଆଇ ସି ଦାୟିତ୍ୱ ନେବା ପରେ ଆଇନ ଶୃଙ୍ଖଳ। ଠିକ ରଖିବା , ଅପରାଧନିୟନ୍ତ୍ରଣ ,ବେଟିଙ୍ଗ ଆଦି ରୋକିବା ପ୍ରାଥମିକତା ରହିବ ବୋଲି କହିଛନ୍ତି।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ଓଡିଶାର କୃଷିକୁ ସଶକ୍ତ କରିବା ପାଇଁ ପାଣ୍ଠି ଏବଂ ସହାୟତା ଆବଣ୍ଟନ ଉପରେ ସାଂସଦ ନିରଞ୍ଜନ ବିଶି ଙ୍କ ଅଣ ତାରକା ପ୍ରଶ୍ନ

masiha

ପକ୍ଷୀ ମାନଙ୍କର ଜଳ ସେବା ପାଇଁ ବେଲପଡା ଧୂମାଭଟା ସରପଞ୍ଚ ବନମାଳୀ ନାୟକ ଙ୍କ ମହାନତା

masiha

ଖଡ଼ିଆଲ ମହିଳା ଡିଗ୍ରୀ ମହାବିଦ୍ୟାଳୟ ର ବାର୍ଷିକ ଉତ୍ସବ ପାଳନ , ଝୁମିଳେ ମନ୍ତ୍ରୀ

Sunil Chandra Nayak

Leave a Comment

error: Content is protected !!