ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସାଂସଦ ସପ୍ତଗିରି ଉଲ୍ଲକା ଙ୍କ କଂଗ୍ରେସ ପାଇଁ ପ୍ରଚାର ଜୋର୍ ସୋର୍

ରାୟଗଡା – ତା ୨୦/୦୩ ପୋୖର ନିର୍ବାଚନ ପ୍ରଚାର ବେଶ ଜମିବାରେ ଲାଗିଛି। ବିଭିନ୍ନ ଦଳର ପ୍ରଚାରକୁ ଜୋରଦାର କରିଛନ୍ତି ପ୍ରାର୍ଥୀ ମ।ନେ। ଏପଟେ ନିଜ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର ମୈଦାନ କୁ ଓଲ୍ହାଇଛନ୍ତି ସ୍ଥାନୀୟ ସାଂସଦ ସପ୍ତଗିରି ଶଙ୍କର ଉଲ୍ଲାକା। ରାୟଗଡା ପୋୖରାଞ୍ଚଳର ବିଭନ୍ନ ୱାର୍ଡ ବୁଲି ପ୍ରତି ଘରବୁଲି ଲୋକଙ୍କ ନିକଟତର ହେବା ସହ ଭୋଟ ପ୍ରଚାର କରୁଛନ୍ତି।ଆଜି ପୋୖରାଞ୍ଚଳର ବହୁ ୱାର୍ଡ ବୁଲି କଂଗ୍ରେସ ଅଧକ୍ଷ୍ୟ ପ୍ରାଥି ଅପଳାସ୍ବାମୀ କାଡ୍ରକା ଏବଂ ୱାର୍ଡ ସଭ୍ୟଙ୍କ ସପକ୍ଷରେ ଭୋଟ ପ୍ରଚାର କରିଥିଲେ। ପ୍ରତେକ ସାହି ବସ୍ତିକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ, ଶିକ୍ଷ୍ୟା ବିକାଶ ପାଇଁ ବିଭିନ୍ନ ପଦକ୍ଷେପ, ସ୍ୱାସ୍ଥ ଓ ରାସ୍ତାଘାଟର ଉନ୍ନତି କରଯିବା ବୋଲି ଶ୍ରୀଯୁକ୍ତ ସାଂସଦ କହିଥିଲେ ।ଏଣୁ କଂଗ୍ରେସର ଦଳର ପ୍ରାର୍ଥୀ ଙ୍କୁ ଭୋଟ ଦେବାପାଇଁ ପ୍ରତି ୱାର୍ଡରେ ଜନସାଧାରଣଙ୍କୁ ପ୍ରକାଶ କରି ନିବେଦନ କରିଥିଲେ। ଏହି ପ୍ରଚାର କାର୍ଯ୍ୟକ୍ରମରେ ପ୍ରାର୍ଥୀ ଦଳୀୟ କର୍ମକର୍ତା ଓ ସମର୍ଥକ ବହୁସଂଖ୍ୟାରେ ସାମିଲ ଥିଲେ। ଯୁଗଳ କିଶୋର ଜେନାଙ୍କ ରିପୋର୍ଟ।

Related posts

ବାଲେଶ୍ବର – ବ୍ଲକ ସ୍ତରୀୟ ରଜ ମହୋତ୍ସବର ୩ୟ ସନ୍ଧ୍ୟାରେ ଦୁଲୁକିଲା ସୁନ୍ଦରପୁର ପଡିଆ

Sunil Chandra Nayak

ପ୍ରଶାନ୍ତ କୁମାର ନାଥ ଙ୍କ କବିତା ମାଆ

ବିଭାଗୀୟ ଅଧ୍ୟାପକ ସମୁହଙ୍କ ବାର୍ଷିକୋତ୍ସବ ଓ ଆଲୋଚନାଚକ୍ର

Sunil Chandra Nayak

Leave a Comment

error: Content is protected !!