ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜାମ୍ବଗୁଡା ଛକରେ ବାଇକ ଦୁର୍ଘଟଣା ହୋଇ ଚାଳକ ମୃତ

ପାପଡାହାଣ୍ଡି,8/8, ମନିସ — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଜଟାବାଲ ପଂଚାୟତ ଜାମ୍ବଗୁଡା ଛକ ନିକଟରେ ମଙ୍ଗଳବାର ସନ୍ଧ୍ୟାରେ ଏକ ବାଇକ ଦୁର୍ଘଟଣା ଗସ୍ତ ହୋଇ ଚାଳକ ମୋତିରାମ ଭତରାଙ୍କର ମୃତ୍ୟୁ ହୋଇଛି | ତାଙ୍କ ଘର ମନ୍ତ୍ରୀଗୁଡା ବୋଲି ଜଣାପଡିଛି | ପୋଲିସ ଶବ ଜବତ କରି ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ପଠାଇଛି | ସୂଚନା ମୁତାବକ ମୋତିରାମ ନିଜ ଭଉଣୀ କୁ ଛାଡିବାକୁ ଉମରକୋଟ ଯାଇ OD 24 9411ରେ ଫେରିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା | ତେବେ ତାଙ୍କୁ କୌଣସି ଅଜଣା ଗାଡି ଧକ୍କା ଦେଇ ଚାଲିଯାଇଥିବା ସନ୍ଦେହ କରାଯାଉଛି |

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଖେମକା ରିଫ୍ରାକ୍ଟ୍ରୋ୍ରିଜ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ସେବା କାର୍ଯ୍ୟକ୍ରମ

Sunil Chandra Nayak

ମାନବ ସେବା ପ୍ରତିଷ୍ଠାନରେ ଗୃହ ଉଦଘାଟନ

masiha

ହିନ୍ଦୋଳ ଉପଖଣ୍ଡ ରେ ରୁଙ୍ଗୁଟା କମ୍ପାନୀ କୁ ନେଇ ଦିନକୁ ଦିନ ବଢୁଛି ଅସନ୍ତୋଷ

Sunil Chandra Nayak

Leave a Comment

error: Content is protected !!