ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାରୁଦ୍ର ଯୁବକ ସଂଘ ସଭାଗୃହ ଭିତ୍ତିପ୍ରସ୍ତର ସ୍ଥାପନ

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଯୋରାଡବରା ପଞ୍ଚାୟତ କୁସୁର୍ଲା, ହଜାରୀପଡା ଗ୍ରାମର କଳାରୁଦ୍ର ଯୁବକ ସଂଘର ସଭାଗୃହ ଭିତ୍ତିପ୍ରସ୍ତର ସ୍ଥାପନ ହୋଇ ଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଶ୍ରୀଯୁକ୍ତ ପୁଷ୍ପେନ୍ଦ୍ର କୁମାର ସିଂଦେଓ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ, ସମ୍ମାନିତ ଅତିଥି ଭାବରେ ଶ୍ରୀଯୁକ୍ତ ଧନେଶ୍ୱର ସାହୁ ଯୁବ ସମାଜସେବୀ କୁସୁର୍ଲା, ଶ୍ରୀଯୁକ୍ତ କମ୍ବୁପାଣି ମିଶ୍ର ବରିଷ୍ଠ ସାମ୍ବାଦିକ କଳାହାଣ୍ଡି, ଉଦ୍ଧବ ପଣ୍ଡା, ବରିଷ୍ଠ ସାମ୍ବାଦିକ ମ.ରାମପୁର ଉପସ୍ଥିତରେ କଳାରୁଦ୍ର ଯୁବକ ସଂଘ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିବା ବେଳେ ଜାତୀୟ ଯୁବ ସ୍ବେଛାସେବୀ ଶ୍ରୀମାନ୍ ସନତ୍ କୁମାର ସାହୁ, କୁସୁର୍ଲା, ହଜାରୀପଡା ଗ୍ରାମ ରାମଜୀ ସାଂସ୍କୃତିକ ଅନୁଷ୍ଠାନର ସଭାପତି ଶ୍ୟାମରାଜ ସାହୁ, ବିଶିଷ୍ଟ ଭଦ୍ରବ୍ୟକ୍ତି ସୋମନାଥ ସାହୁ, ଗାଁ ଗୌନ୍ତିଆ କୈଳାଶ ଚନ୍ଦ୍ର ସାହୁ, ପୂର୍ଣ୍ଣଚନ୍ଦ୍ର ସାହୁ, କ୍ଷେତ୍ରୀ ସାହୁ, ଡମ୍ୱରୁ ସାହୁ, ଈଶ୍ୱର ସାହୁ, ଜଗନ୍ନାଥ ସାହୁ, ମନୋହର ସାହୁ, ତ୍ରିଲୋଚନ ସାହୁ, ଋଷିମାଣି ସାହୁ, ଗଣେଶ୍ୱର ସାହୁ, ଟେଭା ସାହୁ, ଭୈରବ ଶଙ୍କର ସାହୁ, ସୁରେଶ ସାହୁ, ନୀଳ କଣ୍ଠେଶ୍ଵର ସାହୁ, ବିଷ୍ଣୁ ସାହୁ, ରାମରାଜ ସାହୁ, ଜୟସାହୁ, ଧର୍ମରାଜ, ହରପ୍ରସାଦ, ତୁଷ୍ମନ୍ତ, ହେମନ୍ତ, ମନୋଜ, ପ୍ରକାଶ, ଟିଲୁ, କବିରାଜ, ବଣ୍ଟି, ଉମାକାନ୍ତି, ଯାଜ୍ଞସେନୀ, ରେଖାଞ୍ଜଳୀ, ନିବେଦିତା, ରିତା, ପାର୍ବତୀ, ଝିଲି ସମେତ କୁସୁର୍ଲା ହଜାରୀପଡା ଗ୍ରାମର ସମସ୍ତ କର୍ମକର୍ତ୍ତା ଯୋଗ ଦେଇଥିଲେ l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ନବରଙ୍ଗପୁର ଠାରେ ଜିଲ୍ଲା ସ୍ତରୀୟ ୯୧ତମ ଓଡିଶା ଦିବସ ମହାସମାରୋହରେ ପାଳିତ 

Sunil Chandra Nayak

ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ଵାରା ଦିବ୍ୟାଙ୍ଗଙ୍କ ମାନଙ୍କ ପାଇଁ ସ୍ଵତନ୍ତ୍ର ଅଭିଯାନ

ବହିରାରେ ସ୍ୱାଧୀନତା ଦିବସ ପାଳିତ

masiha

Leave a Comment

error: Content is protected !!