ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂତନ ବସଷ୍ଟାଣ୍ଡ ପାଇଁ ଜାଗା ଚିହ୍ନଟ

ନର୍ଲା/ମସିହା /11/08/23 //କଳାହାଣ୍ଡି ଜିଲ୍ଲା ନର୍ଲାରେ ନୂତନ ବସଷ୍ଟାଣ୍ଡ ପାଇଁ ଜାଗା ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି l ନର୍ଲା ଡ଼ାକବଙ୍ଗଳା ପାର୍ଶ୍ୱରେ ଖାଲିଥିବା ଜାଗାକୁ ଚିନ୍ନଟ କରି ବସଷ୍ଟାଣ୍ଡ ନିର୍ମାଣ ପାଇଁ ସ୍ଥିର ହୋଇଛି l ଜିଲ୍ଲା ଓଏସଆରଟିସି ଡ଼ିଟିଏମ ଅମୀୟ ପଟ୍ଟନାୟକ, ନର୍ଲା ରେଭିନିଉ ସୁପରଭାଇଜର ରଞ୍ଜିତ ରାଉତ, ଆରଆଇ ଶାଶ୍ୱତ ମିଶ୍ର ଉପସ୍ଥିତ ରହି ଜାଗା ଚିନ୍ନଟ କରିଥିବା ବେଳେ ସର୍ଗିଗୁଡ଼ା ସମିତି ମେମ୍ବର ସରପଞ୍ଚ ଚିରଞ୍ଜାବୀ ଗୌଡ଼ିଆ, କିଶୋର ମାଝୀ, ପୂର୍ଣଚନ୍ଦ୍ର ପୂଝlରୀ, ଚନ୍ଦ୍ରଶେଖର ପୂଝlରୀ ସହ ଓଜେୟୁ ନର୍ଲା ଶାଖାର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ l

ଦିପକ ଠାକୁର ଙ୍କ ରିପୋର୍ଟ 

Related posts

ଶ୍ରୀରାମ ନବମୀ ଉପଲକ୍ଷେ କଛୀମଡୋଳା ଗ୍ରାମରେ ଅଷ୍ଟ ପ୍ରହର ନାମଯଜ୍ଞ ଅନୁଷ୍ଠିତ

masiha

ଓଡ଼ିଆ ପକ୍ଷ ପାଳନ ଅବସରରେ ରକ୍ତଦାନ ଶିବିର ଅନୁଷ୍ଠିତ

Sunil Chandra Nayak

ଶୀତଳଷଷ୍ଠୀ ପାଇଁ ରୁପ୍ରା – ଖମ୍ବପଡ଼ା ଶୈବପୀଠରେ ଥାଳଉଠା କାର୍ଯ୍ୟକ୍ରମ

Leave a Comment

error: Content is protected !!