ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚିକିତ୍ସା ପାଇ ଅର୍ଥ ସଜିଛି ବାଧକ ଚିକିତ୍ସା ହେଇ ପାରୁ ନାହି ଶିଶୁ କନ୍ୟା

ରାୟଗଡା ଜିଲା କାଶିପୁର ବ୍ଲକ ଡଙ୍ଗାସିଲ ପଞ୍ଚାୟତ ର ବଦଲିଝରଣ ଗ୍ରାମର କୁନ୍ତି ନାଏକ ଙ୍କ ବଡ ଝିଅ ସାକ୍ସି ନାଏକ  3ରୁ 4 ବର୍ଷ ହେବ ସେହି ଝିଅ ନା କଥା ହେଇପାରୁଛି ନା ସୁଣୀ ପାରୁଛି ଯାହା ଠାର ସାହାଯ୍ୟରେ ହି ବୁଝିପାରୁଛି। କୁନ୍ତି କହିବା ଅନୁ ଯାଇ ତାଙ୍କ ସ୍ବାମୀ ଆଜକୁ 5 ବଷ ହେବ ତାଙ୍କୁ ଛାଡି ଦେଇ ଅନ୍ୟ ଏକ ଯାଗାରେ ଵିଵାହ କରି ରହିଛନ୍ତି। ଯାହା ଫଳରେ କୁନ୍ତି ତାଙ୍କର ଦୁଇ ଝିଅ କୁ ନେଇ ବହୁ କଷ୍ଟରେ ନିଜ ମା ଙ୍କ ଘରେ ଚଳୁଛନ୍ତି । ସେହି ମା ପାଖରେ ଗୋଟିଏ ବିବାହିତ ଝିଅ ଥିବା ବେଳେ ଆଉ ଗୋଟିଏ ଝିଅ ଅବିବାହିତ ଝିଅ ଧର ରହିଛନ୍ତି । ଯାହା ଫଳ ରେ ମା ଙ୍କୁ ୫୦୦ଟଙ୍କା ଭତା ମିଳୁଛି ସେଥିରେ ନିଜ ଦୁଇ ଝିଅ ସହ ଦୁଇଟି ନାତୁଣୀ ସହ ବହୁତ କଷ୍ଟ ରେ ନିଜ ପରିବାର ଚଳୁଛି ବୋଲି କୁନ୍ତି ନାଏକ କହିଛନ୍ତି। । ଏହା ସହ ବହୁତ କଷ୍ଟରେ ତାଙ୍କ ବଡ ଝିଅ କୁ ନେଇ କୋରାପୁଟ ମେଡିକାଲ ସହ ରାୟଗଡା ଜିଲା ମେଡିକାଲ କୁ ବହୁତ କଷ୍ଠରେ ନେଇଥିଲେ ଶେଷରେ କୋଣସି ସୁଫଳ ନ ମିଳିବା କରୁ ଶେଷରେ ନିରାଶା ହୋଇ ନିଜ ମା ଘରେ ରହିଛନ୍ତି । ଯାହା ଫଳରେ ଆଜି ଆମ ପାଖେ ପହଞ୍ଚି କିପରି ସାହାଯ୍ୟ ମିଳିବ ବୋଲି ଗୁହାରୀ କରିଥିଲେ । ଏହା ସହ ତାଙ୍କ ମା ଯଦି ସରକାର ଯଦି କିଛି ଟା ସହାୟତା ହାତ ବଡେଇଲେ ଥାଅନ୍ତି ତାହା ହେଲେ କିଛି ଟା ଉପକାର ହେବ ବୋଲି କହିଛନ୍ତି। ହେଲେ ଦେଖିବାକୁ ବାକିରହିଲା କେବେ ସରକାର ସହାୟତ ହାତ ବଡେଇବେ ଦେଖବାକୁ ବାକି ରହିଲା।

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଇଟାଲୀ ଭାଷାରେ ପୁଣିଥରେ ଅନୁଦିତ ହେଲା ଡ଼. ଭବାନୀ ଶଙ୍କର ନିଆଲଙ୍କ କବିତା 

masiha

ଜେଏମଏମ ର ଅସନା ପଞ୍ଚାୟତ କୋମିଟୀ ଗଠିତ

Sunil Chandra Nayak

ଗ୍ରାମ ପଞ୍ଚାୟତ ଉନ୍ନୟନ ଯୋଜନା ପ୍ରସ୍ତୁତି ଗ୍ରାମସଭା

masiha

Leave a Comment

error: Content is protected !!