ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମର୍ମଦୁନ୍ତସଡ଼କ ଦୁର୍ଘଟଣାରେ ତିନି ଗୁରୁତର

କାମାକ୍ଷାନଗର (ମନିସ )11/8/23 //ଢେ଼ଙ୍କାନାଳ ଜିଲ୍ଲା ଗନ୍ଦିଆ ଥାନା ଅନ୍ତର୍ଗତ ମନ୍ଦାର ଛକ ମୁଖ୍ୟ ରାସ୍ତାରେ ଏକ ମର୍ମଦୁନ୍ତ ସଡ଼କଦୁର୍ଘଟଣାର ଶିକାର ହୋଇଛନ୍ତି କମଳପୁରା ଗ୍ରାମର ରବିନାୟକ୍ ବୟସ ୩୮ ,ଷଡ଼ଙ୍ଗୀ ଗ୍ରାମର ବିଶ୍ୱଜିତ୍ ମହାରଣା ବୟସ ୨୧ ଏବଂ ଅନିଲ ପ୍ରଧାନ ବୟସ ୨୧ ।ଘଟଣା ରୁ ଜଣା ପଡ଼ିଛି ଷଡ଼ଙ୍ଗୀ ଗ୍ରାମର ୩ ଜଣ ସାଙ୍ଗ ବିଶ୍ୱଜିତ୍ ,ଅନିଲ ଏବଂ ଶଙ୍କର୍ଷଣ ଏକ ବାଇକ୍ ଯୋଗେ ଷଡ଼ଙ୍ଗୀ ରୁ ମନ୍ଦାର ଗ୍ରାମକୁ ଯିବା ସମୟରେ ମନ୍ଦାର ଛକ ନିକଟରେ ଚାଲି କରି ଯାଉଥିବା କମଳପୁର ଗ୍ରାମର ରବି ନାୟକଙ୍କୁ ପଛପଟରୁ ଧକ୍କା ଦେଇଥିଲେ।ଏହି ଦୁର୍ଘଟଣାରେ ଗାଡ଼ି ରେ ବସିଥିବା ଦୁଇଜଣ ଏବଂ ରବିଙ୍କୁ ଗୁରୁତର ଆଘାତ ଲାଗିଥିବା ବେଳେ ସ୍ଥାନୀୟ ଲୋକଙ୍କ ସହାୟତାରେ ୧୦୮ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିବା ଦେଖିବାକୁ ମିଳିଛି।ଢେ଼ଙ୍କାନାଳ ଜିଲ୍ଲା ଗନ୍ଦିଆ ଥାନା ଅନ୍ତର୍ଗତ ମନ୍ଦାର ଛକ ମୁଖ୍ୟ ରାସ୍ତାରେ ଏକ ମର୍ମଦୁନ୍ତ ସଡ଼କଦୁର୍ଘଟଣାର ଶିକାର ହୋଇଛନ୍ତି କମଳପୁରା ଗ୍ରାମର ରବିନାୟକ୍ ବୟସ ୩୮ ,ଷଡ଼ଙ୍ଗୀ ଗ୍ରାମର ବିଶ୍ୱଜିତ୍ ମହାରଣା ବୟସ ୨୧ ଏବଂ ଅନିଲ ପ୍ରଧାନ ବୟସ ୨୧ ।ଘଟଣା ରୁ ଜଣା ପଡ଼ିଛି ଷଡ଼ଙ୍ଗୀ ଗ୍ରାମର ୩ ଜଣ ସାଙ୍ଗ ବିଶ୍ୱଜିତ୍ ,ଅନିଲ ଏବଂ ଶଙ୍କର୍ଷଣ ଏକ ବାଇକ୍ ଯୋଗେ ଷଡ଼ଙ୍ଗୀ ରୁ ମନ୍ଦାର ଗ୍ରାମକୁ ଯିବା ସମୟରେ ମନ୍ଦାର ଛକ ନିକଟରେ ଚାଲି କରି ଯାଉଥିବା କମଳପୁର ଗ୍ରାମର ରବି ନାୟକଙ୍କୁ ପଛପଟରୁ ଧକ୍କା ଦେଇଥିଲେ।ଏହି ଦୁର୍ଘଟଣାରେ ଗାଡ଼ି ରେ ବସିଥିବା ଦୁଇଜଣ ଏବଂ ରବିଙ୍କୁ ଗୁରୁତର ଆଘାତ ଲାଗିଥିବା ବେଳେ ସ୍ଥାନୀୟ ଲୋକଙ୍କ ସହାୟତାରେ ୧୦୮ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିବା ଦେଖିବାକୁ ମିଳିଛି।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଥୁଆମୂଳ ରାମପୁର ବ୍ଲକ ସ୍ତରୀୟ ଆଇ.ସି.ଡ଼ି.ଏସ. ତାଲିମ ଶିବିର

Sunil Chandra Nayak

ଝାରକଟା ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ପିତୃ ବିୟୋଗ 

masiha

ଖଟରୁ ଗଳି ପଡି ଯୁବକର ମୃତ୍ୟୁ; କାରଣ ଅସ୍ପଷ୍ଟ

Leave a Comment

error: Content is protected !!