ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜମିଜମା ରେକର୍ଡ କମ୍ପ୍ୟୁଟରୀକରଣ କ୍ଷେତ୍ରରେ ଜାତୀୟ ଭୂମି ସମ୍ମାନ-୨୦୨୩ ପୁରସ୍କାର

ନୂଆପଡା, ଜମିଜମା ରେକର୍ଡ କମ୍ପ୍ୟୁଟରୀକରଣ କ୍ଷେତ୍ରରେ ଜାତୀୟ ଭୂମି ପୁରସ୍କାର ନୂଆପଡ଼ା ଜିଲ୍ଲା ପାଇଅଛି।ଓଡିଶାର ୧୯ଟି ଜିଲ୍ଲା ମଧ୍ୟରେ ନୂଆପଡ଼ା ଜିଲ୍ଲା ଅନ୍ତର୍ଭୁକ୍ତ। ଏହି ଅବସରରେ ନୂଆପଡ଼ା ଜିଲ୍ଲାକୁ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଲୋକ ସେବା ଭବନ ଠାରେ ଟ୍ରଫି ସହ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ। ଜିଲ୍ଲାପାଳ ହେମକାନ୍ତ ସାଏ ଏହି ସମ୍ମାନ ଗ୍ରହଣ କରିଛନ୍ତି।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ନାଗରିକ ମୌଳିକ ଅଧିକାର କର୍ତ୍ତବ୍ୟ ଆଲୋଚନା ଚକ୍ର ଅନୁଷ୍ଠିତ

masiha

ମା ଭୈରବୀ ରାଜ୍ୟସ୍ତରୀୟ ଫୁଟବଲ ପ୍ରତିଯୋଗିତା ଉଦଯାପିତ କଳାହାଣ୍ଡି ଇଲେଭେନ ଷ୍ଟାରକୁ ୨-୧ ଗୋଲରେ ହରାଇ ଭଇଁରିଗୁଡା ଚମ୍ପିୟାନ

Sunil Chandra Nayak

ମିଳିତ ଶିକ୍ଷକ ସଂଘର ବୈଠକ 

Sunil Chandra Nayak

Leave a Comment

error: Content is protected !!