ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସତ୍ୟ ମାଝୀ ଙ୍କ ଏକ ସଡକ ଦୁର୍ଘଟଣା ରେ ମୃତ୍ୟୁ, ସିନାପାଲି ମହଗାଁ ଠାରେ ଟ୍ରାକ୍ଟର ମୁଣ୍ଡ ଉପରେ ମାଡି ଯିବାରୁ ଘଟଣା ସ୍ଥଳରେ ମୃତ୍ୟୁ

ନୂଆପଡା// , ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ କୁସୁମାଯୋର ଏବଂ କରଣବାହାଲି ଗ୍ରାମ ପଞ୍ଚାୟତର ନିର୍ବାହୀ ଅଧିକାରୀ ଭାବରେ ସତ୍ୟ ମାଝୀ ଦାୟିତ୍ବରେ ଥିଲେ।ସିନାପାଲି ପଟୁ ମହଗାଁ ଛକ ଦେଇ କୁସୁମଯୋର ଯାଉଥିବା ବେଳେ ଅନ୍ୟ ପଟୁ ଟ୍ରାକ୍ଟର ଆସୁଥିଲା। ମୋଟର ସାଇକେଲ ରେ ମାତ୍ର ଡାହାଣ ଦର୍ପଣ ଭାଙ୍ଗି ଥିବା ବେଳେ ସେ ଟ୍ରାକ୍ଟର ଚକା ତଳେ ପଡି ଯାଇଥିଲେ। ଟ୍ରାକ୍ଟର ଚକା ମୁଣ୍ଡ ଉପରେ ଚଢ଼ି ଯାଇଥିବା ବେଳେ ଘଟଣା ସ୍ଥଳରେ ମୃତ୍ୟୁ ହୋଇଅଛି। ତାଙ୍କ ମୃତ୍ୟୁ ନେଇ ବିଭିନ୍ନ ମହଲ ରେ ଶୋକର ଛାୟା ଖେଳି ଯାଇଅଛି।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ନୂଆପଡ଼ା ସଦର ମହକୁମାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର: ୫୪ଟି ଅଭିଯୋଗର ଶୁଣାଣି, ତିନି ସ୍ୱଚ୍ଛ ଦୂତ ସମ୍ମାନିତ

କାମାକ୍ଷାନଗର ଉପଖଣ୍ଡ ସ୍ତରୀୟ ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ

Sunil Chandra Nayak

ଫଟୋ ପ୍ରତିଯୋଗିତା ଫଳାଫଳ ପ୍ରକାଶ, ପ୍ରଥମ ସ୍ଥାନରେ ସୁସ୍ମିତା ମହାପାତ୍ର

Sunil Chandra Nayak

Leave a Comment

error: Content is protected !!