ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସତ୍ୟ ମାଝୀ ଙ୍କ ଏକ ସଡକ ଦୁର୍ଘଟଣା ରେ ମୃତ୍ୟୁ, ସିନାପାଲି ମହଗାଁ ଠାରେ ଟ୍ରାକ୍ଟର ମୁଣ୍ଡ ଉପରେ ମାଡି ଯିବାରୁ ଘଟଣା ସ୍ଥଳରେ ମୃତ୍ୟୁ

ନୂଆପଡା// , ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ କୁସୁମାଯୋର ଏବଂ କରଣବାହାଲି ଗ୍ରାମ ପଞ୍ଚାୟତର ନିର୍ବାହୀ ଅଧିକାରୀ ଭାବରେ ସତ୍ୟ ମାଝୀ ଦାୟିତ୍ବରେ ଥିଲେ।ସିନାପାଲି ପଟୁ ମହଗାଁ ଛକ ଦେଇ କୁସୁମଯୋର ଯାଉଥିବା ବେଳେ ଅନ୍ୟ ପଟୁ ଟ୍ରାକ୍ଟର ଆସୁଥିଲା। ମୋଟର ସାଇକେଲ ରେ ମାତ୍ର ଡାହାଣ ଦର୍ପଣ ଭାଙ୍ଗି ଥିବା ବେଳେ ସେ ଟ୍ରାକ୍ଟର ଚକା ତଳେ ପଡି ଯାଇଥିଲେ। ଟ୍ରାକ୍ଟର ଚକା ମୁଣ୍ଡ ଉପରେ ଚଢ଼ି ଯାଇଥିବା ବେଳେ ଘଟଣା ସ୍ଥଳରେ ମୃତ୍ୟୁ ହୋଇଅଛି। ତାଙ୍କ ମୃତ୍ୟୁ ନେଇ ବିଭିନ୍ନ ମହଲ ରେ ଶୋକର ଛାୟା ଖେଳି ଯାଇଅଛି।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ସଭା 

masiha

ମୁଣ୍ଡରା ଗୁଡ଼ାରେ ପଞ୍ଚାୟତ ସ୍ତରୀୟ ସମବାୟ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା

Sunil Chandra Nayak

ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଙ୍କ କାର୍ଯ୍ୟଳୟ ପ୍ରକୋଷ୍ଠ ଶୁଭ ପ୍ରବେଶ ଓ କାର୍ଯ୍ୟଭାର ଗ୍ରହଣ ,ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ଙ୍କ ଉପସ୍ଥିତିରେ ବୈଠକ

Sunil Chandra Nayak

Leave a Comment

error: Content is protected !!