ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ଡ୍ରୋନ ରେ ଟିବି ସେମ୍ପୁଲ ସଂଗ୍ରହ ଓ ଟେଷ୍ଟିଂ ର ଶୁଭାରମ୍ବ

ଉତ୍କେଲା,୨୧/୦୩,ନିପ୍ର, ଭାରତ ରେ ଥିବା ୧୮୨ ଆଦିବାସୀ ବହୁଳ ଅଞ୍ଚଳରେ ସରକାର ସ୍ୱାସ୍ଥ୍ୟ ବିଭାଗ ସହାୟତା ରେ ବର୍ତ୍ତମାନ ଡ୍ରୋନ ସାହାଯ୍ୟ ରେ ଟିବି ଚିକିତ୍ସା ପାଇଁ ପଦକ୍ଷେପ ଆରମ୍ଭ କରାଯାଇଛି।ଅତି କମ ସମୟରେ ବ୍ଲଡ଼ ସେମ୍ପୁଲ ସଂଗ୍ରହ କରାଯାଇ ଟେଷ୍ଟ କରାଯାଇପାରିବ ବୋଲି କତ୍ତୃପକ୍ଷ କହିଛନ୍ତି।ଏହି ଡ୍ରୋନ ସାହାଯ୍ୟ ରେ ରୋଗୀ ଙ୍କ ପାଇଁ ଜରୁରୀ ସମୟରେ ବ୍ଲଡ଼,ଭେକ୍ସିନ ଆଦି ନିଆଯାଇ ପାରିବ।କଳାହାଣ୍ଡି କେସିଙ୍ଗା ବିଦ୍ୟାପୀଠ ସ୍କୁଲ ରୁ ହେଡ଼କ୍ୱାଟର ଆଜି ୧୫ ଟି ଟିବି ସେମ୍ପୁଲ ପଠାଯାଇ ଶୁଭାରମ୍ବ ହୋଇଛି। ଅର୍ଜୁନ ପୋଡ଼ ଙ୍କ ରିପୋର୍ଟ।

Related posts

ପୁଣି ଇନ୍ଦ୍ରାବତୀ ଜଳବନ୍ଦୀ ଅଞ୍ଚଳରେ ଝାଡାବାନନ୍ତି: ଜଣେ ମୃତ ଅନେକ ଆକ୍ରାନ୍ତ

Sunil Chandra Nayak

ଆଶାମଣି ରକ୍ତଦାନ ଶିବିର ଅନୁଷ୍ଠିତ, ୩୦ ୟୁନିଟ ରକ୍ତ ସଂଗ୍ରହ

Sunil Chandra Nayak

ଦଳେଇଗୁଡା ଏସଏସଡି ବାଳିକା ହାଇସ୍କୁଲ ଛାତ୍ରୀ ଅସୁସ୍ଥ ଘଟଣା, ମେଡିକାଲ ଟିମର ଉପସ୍ଥିତିରେ ସ୍ୱାସ୍ଥ୍ୟ ପରୀକ୍ଷା 

Sunil Chandra Nayak

Leave a Comment

error: Content is protected !!