ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

କାର୍ଲି ଗ୍ରାମରେ କିଡ୍ନୀରୋଗ ରେ ଆକ୍ରାନ୍ତ ହୋଇ ଆଠଜଣ ମୃତ୍ୟୁ ବରଣ କରିଥିବା ବେଳେ ଆହୁରି ସାତ ଜଣ ଆକ୍ରାନ୍ତ

ଗୋଳାମୁଣ୍ଡା/୪/୫/ନିର୍ଭୟ, ନିରପେକ୍ଷ ମସିହା/କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକର ରେଙ୍ଗସାପାଳି ପଞ୍ଚାୟତର କାର୍ଲି ଗ୍ରାମରେ କିଡ୍ନୀ ରୋଗ ରେ ଆକ୍ରାନ୍ତ ହୋଇ ଅନେକ ଲୋକ ନାହି ନ ଥିବା ଅସୁବିଧା ଭୋଗ କରୁ ଥିବା ଜଣା ଯାଇଛି ।  ଗତ ଛଅ ବର୍ଷ ମଧ୍ୟରେ ଆଠ ଜଣ ମୃତ୍ୟୁବରଣ କରିଥିବା ବେଳେ ଆହୁରି ସାତ ଜଣ ଆକ୍ରାନ୍ତ ହୋଇଛନ୍ତି ବୋଲି ସ୍ଥାନୀୟ ଲୋକ  ପ୍ରକାଶ କରିଛନ୍ତି ।  ଏବେ ଯେଉଁମାନେ ଆକ୍ରାନ୍ତ ହୋଇଛନ୍ତି ସେହି ମାନେହେଲେ ଯଦୁମଣି ବାଗ, ଭିମାବାଗ,ଉମା କାନ୍ତ ଦୁର୍ଗା, ତୀର୍ଥ ବାଗ, ଲମ୍ବୋଧର ଦୁର୍ଗା, ସକେଟ ଦୁର୍ଗା ପ୍ରମୁଖ ଉପସ୍ଥିତ ରହି ଆଜି ଆମ ପ୍ରତିନିଧି ନିକଟରେ ନିଜର ମତ ପ୍ରକାଶ କରିଥିଲେ ଓ ଛଅବର୍ଷ ମଧ୍ୟରେ ପ୍ରାୟ ଆଠ ଜଣ କିଡ୍ନୀ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଥିବା ବେଳେ ଗତ ତା୨/୫/ମଙ୍ଗଳବାର ଦିନ ଭବାନୀପାଟଣାରେ ରଘୁ ଦୁର୍ଗା(୫୦)ମୃତ୍ୟୁ ବରଣ ହୋଇଛନ୍ତି ବୋଲି କହିଛନ୍ତି, । କାର୍ଲି ଗ୍ରାମର ହରିଜନ ପଡ଼ାରେ ତିନୋଟି ନଳକୂପର ପାଣି ପିଇବାକୁ ଉଦିଷ୍ଟ ଥିବା ବେଳେ ଅନ୍ୟାନ୍ୟ ପଡ଼ାରେ ଚାରିଟି ନଳକଅରୁ ପାଣି ପିଇବା ଓ ବ୍ୟବହାର କରି ଥାନ୍ତି, ସରକାର ପକ୍ଷରୁଏହି ନଳକୂପ ପାଣି କୁ ତୁରନ୍ତ ପରୀକ୍ଷା ନିରୀକ୍ଷା କରିବା ପାଇଁ ଆବେଦନ କରିଛନ୍ତି।ଏହି ପରିପ୍ରେକ୍ଷୀରେ ଚପରିଆ ଡାକ୍ତର ଅସିତ କୁମାର ସାହୁଙ୍କ ଜଣାଇ ଥିବା ବେଳେ ସେ କହିଛନ୍ତି ଯେ ଅଳ୍ପ ଦିନ ମଧ୍ୟରେ ତଦନ୍ତ ଆରମ୍ଭ ହେବ, ଏଣୁ ଜିଲ୍ଲା ପ୍ରଶାସନ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ,ପ୍ରଗତିଶୀଳ ମସିହା

Related posts

ନର୍ଲା ରେ ଫାଲେରିଆ ନିରାକରଣ ଅଭିଯାନ ଉଦ୍ଘାଟନ ସମାରୋହ

Sunil Chandra Nayak

ଖଡ଼ିଆଳ ରେ ଆଜି ୩୮ ଜଣ ନୂତନ କୋଭିଡ ପୋଜିଟିଭ ଚିହ୍ନଟ

masiha

ନିୟନ୍ତ୍ରଣ ରେ ନାହି ଝାଡ଼ାବାନ୍ତି_ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କହୁଛନ୍ତି ନିୟନ୍ତ୍ରଣ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort