ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି ରାଜପୁତ କ୍ଷତ୍ରୀୟ ପାଇକ ସମାଜ ତରଫରୁ ୭୭ତମ ସ୍ବାଧୀନତା ଦିବସ ପାଳିତ

ଲାଞ୍ଜିଗଡ଼,୧୫/୦୮(ମନିସ)-ଅବିଭକ୍ତ କଳାହାଣ୍ଡି ଜିଲ୍ଲା ରାଜପୁତ କ୍ଷତ୍ରୀୟ ପାଇକ ସମାଜର କୁଳାଧ୍ୟକ୍ଷ ଚନ୍ଦ୍ରଧ୍ବଜ ପେସନିଆଙ୍କ ନେତ୍ରୁତ୍ବରେ ଲାଞ୍ଜିଗଡ଼ ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରେ ୭୭ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି ! ଲାଞ୍ଜିଗଡ଼ଠାରେ ଅନୁଷ୍ଠିତ ଏଇ ସମାରୋହରେ କୁଳାଧ୍ୟକ୍ଷ ଶ୍ରୀ ପେସନିଆ ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ଉଦବୋଧନ ଦେଇଥିଲେ ! ଏଇ ଅବସରରେ କୁଳସୋଦର ଯୁଧିଷ୍ଟିର ପାତ୍ର, ପଲ୍ଲୀ ସଭାପତି ଶିଶିର ପୁଝାରୀ, ସଂପାଦକ ଟୁନା ମହାରଥା, ପୂର୍ବ ମଣ୍ଡଳ ସଦସ୍ୟ ସନାତନ ରାଉତ ର୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ ! ସେହିପରି ପୂର୍ବ ମଣ୍ଡଳ କୁଳପତି ପ୍ରଦୀପ ଘଡ଼େଇ, ପୂର୍ବ ମଣ୍ଡଳ ଉପ କୁଳପତି ଭୈରବ ନାଏକ, ପଶ୍ଚିମ ମଣ୍ଡଳ କୁଳପତି ରଜନୀକାନ୍ତ ବିଶି, ପଶ୍ଚିମ ମଣ୍ଡଳ ଉପ କୁଳପତି ପରମା ପୁଝୀରୀ, ସଂପାଦକ ନରୋତ୍ତମ ପୁଝାରୀ, ଉପଦେଷ୍ଟା ଯୁଗଳ ନାଏକ, ଶ୍ରୀବତ୍ସ ନାଏକ, ବାସୁଦେବ ନାଏକ, ଜିଲ୍ଲା ସଂପାଦକ ଲକ୍ଷ୍ମୀଧର ବାଣୁଆ, ଧନଞ୍ଜୟ ବିଶିଙ୍କ ନେତ୍ରୁତ୍ବରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ସ୍ବାଧୀନତା ଦିବସ ପାଳିତ ହୋଇଛି !

ଲାଞ୍ଜିଗଡ଼ ରୁ ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ 

Related posts

ଆଧ୍ୟାତ୍ମିକ ପର୍ଯ୍ୟଟନର ପ୍ରକୃଷ୍ଟ ଭିତ୍ତିଭୂମି ପଞ୍ଚମ ଡଙ୍ଗରଗଡ଼ ମହୋତ୍ସବ ଉଦଯାପିତ  ପଦ୍ମଶ୍ରୀ ପଟ୍ଟାଏତ ସାହୁଙ୍କୁ ଡଙ୍ଗରପୁରୁଷ ସମ୍ମାନ 

Sunil Chandra Nayak

ଡାବୁଗାଁରେ ବିଭିନ୍ନ ସ୍ଥାନରୁ ହୋଡିଂ ହଟାଇଲା ପ୍ରଶାସନ 

masiha

ବରିଡା ପଞ୍ଚାୟତରେ ବିକାଶର ନୂଆ ଅଧ୍ୟାୟ : ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ଓ ଉଦଘାଟନ କଲେ ଆସିକା ବିଧାୟକ ସରୋଜ କୁମାର ପାଢ଼ୀ

Sunil Chandra Nayak

Leave a Comment

error: Content is protected !!