ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚନ୍ଦ୍ରରେ ଚନ୍ଦ୍ରଯାନ ୩ ସଫଳ ପଦାର୍ପଣ ପାଇଁ ବନ୍ଧୁଗାଁ ସରକାରୀ ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ଦ୍ୱାରା ନିରବ ପ୍ରାର୍ଥନା ସହିତ ଜାତୀୟ ସଙ୍ଗୀତ ଗାନ

ବନ୍ଧୁଗାଁ ତା ୨୩/୮/୨୩ // ଆଜି କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ସରକାରୀ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଚନ୍ଦ୍ରରେ ଚନ୍ଦ୍ରଯାନ ୩ ସଫଳ ପଦାର୍ପଣ ପାଇଁ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ଦ୍ୱାରା ନିରବ ପ୍ରାର୍ଥନା ସହିତ ଜାତୀୟ ସଙ୍ଗୀତ ଗାନ କରାଯାଇଛି। ଆଜି ବୈଜ୍ଞାନିକ ମାନଙ୍କ ଦ୍ଵାରା ଅନେକ ଚେଷ୍ଟା ଓ ଅକ୍ଲାନ୍ତ ପରିଶ୍ରମ ବଳରେ ସଫଳତାର ସହିତ ଚନ୍ଦ୍ରଯାନ ୩ କୁ ପଦାର୍ପଣ କରାଯାଇଛି। ପ୍ରଥମେ ଚନ୍ଦ୍ରଯାନ ୧ ଓ ଚନ୍ଦ୍ରଯାନ ୨ ବିଫଳ ହେବା ପରେ ତହିଁରୁ ଅନେକ କିଛି ଶିକ୍ଷା ଲାଭ କରି ସୁଧାର କରିବା ପରେ ଆଜି ବୈଜ୍ଞାନିକ ମାନେ ଚନ୍ଦ୍ରଯାନ ୩ ସଫଳତାର ସହିତ ଚନ୍ଦ୍ରର ଦକ୍ଷିଣ ମେରୁରେ ଜୟ ହିନ୍ଦ୍ ଲେଖି ଇତିହାସ ରଚିଛି। ଆଜି ସାରା ବିଶ୍ଵ ଆମ ଭାରତକୁ ଅନେକ ଶୁଭ କାମନା ପାଇଛୁ। ଚନ୍ଦ୍ରଯାନ ୩ ବିକ୍ରମ ପାଇଁ ଆମ ଦେଶ ଗର୍ବିତ ଓ ଆମେ ଗର୍ବିତ ଅଟୁ।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଂଗାରି ଙ୍କ ରିପୋର୍ଟ 

Related posts

ମା’ ବିରଜା ପୀଠରେ ୧୨ ପର୍ଯ୍ଯାୟ କମ୍ବଳ ବାଣ୍ଟିଲା ମୋ ଅନୁଷ୍ଠାନ ସାହିତ୍ୟ ସଂସଦ

masiha

କଳାହାଣ୍ଡି କଳଚୁରୀ କଳାର ସେନା ରଯୁବ ସମ୍ମୀଳନୀ ଅନୁଷ୍ଠିତ

Sunil Chandra Nayak

ମ୍ୟାଙ୍ଗୋ ଅନ୍ ହ୍ୱିଲ୍ସ ର ଶୁଭାରମ୍ଭ 

Leave a Comment

error: Content is protected !!