ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଭିଜିଲାନସ୍ ଜାଲରେ ରାୟଗଡ ବନଖଣ୍ଡ ଅଧିକାରୀ

ଭିଜିଲାନସ୍ ଜାଲରେ ରାୟଗଡ ବନଖଣ୍ଟ ଅଧିକାରୀ ଡଃ. ବୀଜୟ କୁମାର ପରିଡା | 5 ଜଣିଆ ଭିଜିଲାନସ୍ ଅଧିକାରୀଙ୍କ ସମେତ 12 ଜଣିଆ ଦଳ ଆଜି ସକାଳେ ରାୟଗଡରେ ପହଂଚି ବନଖଣ୍ଡ ଅଧିକାରୀ ଡଃ. ବୀଜୟ କୁମାର ପରିଡାଙ୍କ ବାସଭବନରେ ଚଢାଉ କରିଥିବା ଦେଖିବାକୁ ମିଳିଛି | ବିଭାଗୀୟ ଅଧିକାରୀ ମାନଙ୍କ ଯାଂଚ୍ ପ୍ରକ୍ରିୟା ଚାଲୁରହୁଥିବାରୁ ଗଣମାଧ୍ଯମକୁ କୌଣସି ସୂଚନା ଦେଇନାହାନ୍ତି | ମିଳିଥିବା ଖବରରୁ ଜଣାପଡିଛି ଯେ ତଦନ୍ତକାରୀ ଦଳ ଭୁବନେଶ୍ବରରୁ ଆସିଥିବା ଜଣେ ଅଧିକାରୀ କହିବା ଅନୁଯାଇ ଏକା ସାଙ୍ଗରେ 5ଟି ସ୍ଥାନରେ ବିଭାଗପକ୍ଷରୁ ଚଢାଉ କରାଯାଉଥିବା ସୂଚନା ମିଳିଛି।

ରାୟଗଡା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଚାଲାଣ ପାଇଁ ପ୍ରସ୍ତୁତ ହେଉଥିବା ୨୫୦ କେଜି ଗଞ୍ଜେଇ ଜବତ: ଅଭିଯୁକ୍ତ ଫେରାର 

Sunil Chandra Nayak

ମୋଟରସାଇକେଲ ଦୁର୍ଘଟଣାରେ ୧ ମୃତ ଓ ୧ ଗୁରୁତ୍ତର

Sunil Chandra Nayak

ପାରିବାରିକ କଳହ ଯୋଗୁଁ ଜ୍ବାଇଁ ର ଛୁରା ମାଡ଼ରେ ଶଶୁର ମୃତ୍ୟୁ

Sunil Chandra Nayak

Leave a Comment

error: Content is protected !!