ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଭିଜିଲାନସ୍ ଜାଲରେ ରାୟଗଡ ବନଖଣ୍ଡ ଅଧିକାରୀ

ଭିଜିଲାନସ୍ ଜାଲରେ ରାୟଗଡ ବନଖଣ୍ଟ ଅଧିକାରୀ ଡଃ. ବୀଜୟ କୁମାର ପରିଡା | 5 ଜଣିଆ ଭିଜିଲାନସ୍ ଅଧିକାରୀଙ୍କ ସମେତ 12 ଜଣିଆ ଦଳ ଆଜି ସକାଳେ ରାୟଗଡରେ ପହଂଚି ବନଖଣ୍ଡ ଅଧିକାରୀ ଡଃ. ବୀଜୟ କୁମାର ପରିଡାଙ୍କ ବାସଭବନରେ ଚଢାଉ କରିଥିବା ଦେଖିବାକୁ ମିଳିଛି | ବିଭାଗୀୟ ଅଧିକାରୀ ମାନଙ୍କ ଯାଂଚ୍ ପ୍ରକ୍ରିୟା ଚାଲୁରହୁଥିବାରୁ ଗଣମାଧ୍ଯମକୁ କୌଣସି ସୂଚନା ଦେଇନାହାନ୍ତି | ମିଳିଥିବା ଖବରରୁ ଜଣାପଡିଛି ଯେ ତଦନ୍ତକାରୀ ଦଳ ଭୁବନେଶ୍ବରରୁ ଆସିଥିବା ଜଣେ ଅଧିକାରୀ କହିବା ଅନୁଯାଇ ଏକା ସାଙ୍ଗରେ 5ଟି ସ୍ଥାନରେ ବିଭାଗପକ୍ଷରୁ ଚଢାଉ କରାଯାଉଥିବା ସୂଚନା ମିଳିଛି।

ରାୟଗଡା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ବାଘ ଛାଲ ସହ ପାଞ୍ଚ ଅଭିଯୁକ୍ତ ଗିରଫ 

masiha

ଟ୍ରକ ଧକ୍କାରେ ୨ ସାଇକେଲ ଆରୋହୀ ଗୁରୁତର

ନର୍ଲା ଚାରିଛକ ଠାରେ ଥିବା ଶ୍ରୀୟା କମ୍ପ୍ୟୁଟର ଅନଲାଇନ୍ ମାଲିକଙ୍କ ଘରେ କେନ୍ଦ୍ରୀୟ ତଦନ୍ତକାରୀ ଟିମ୍ ର ଚଢ଼ାଉ 

masiha

Leave a Comment

error: Content is protected !!