ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖଡ଼ିଆଳ ବିଦ୍ୟା ମନ୍ଦିର ରାକ୍ଷୀ ପୂର୍ଣ୍ଣିମା

ନୂଆପଡା, // ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସର ରେ ନୂଆପଡା ଜିଲ୍ଲା ରେ ପୁର ରୁ ପଲ୍ଲୀ ସବୁଠି ପାର୍ବଣ ର ମହୋଲ୍ ଦେଖିବାକୁ ମିଳିଛି। ଭାଇ ହାତରେ ଭଉଣୀ ମାନେ ଶ୍ରଦ୍ଧା ଓ ସ୍ନେହ ରେ ରାକ୍ଷୀ ବାନ୍ଧିଛନ୍ତି। ଖଡିଆଳ ଠାରେ ଥିବା ସରସ୍ଵତୀ ବିଦ୍ୟା ମନ୍ଦିର ରେ ଏହି ପର୍ବ କୁ ଆଡମ୍ବର ପୂର୍ଣ୍ଣ ଭାବେ ପାଳନ କରାଯାଇଛି।ସ୍କୁଲ ଛାତ୍ର ଛାତ୍ରୀ ମାନେ ନିଜ ନିଜ ମଧ୍ୟ ରେ ରାକ୍ଷୀ ବାନ୍ଧିବା ଶହ ଜେଲ ଅନ୍ତେବାସୀ ଓ ସ୍ବାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସିତ ରୋଗୀ ଙ୍କୁ ରାକ୍ଷୀ ବାନ୍ଧି ଥିଲେ। ପରେ ରାସ୍ତା କଡ଼ରେ ଥିବା ଗଛ ଗୁଡିକ କୁ ରାକ୍ଷୀ ବାନ୍ଧି ଗଛ ହେଉଛି ଏ ସୃଷ୍ଟି ର ଜାଗ୍ରତ ପ୍ରହରୀ ଓ ଆମ ସମସ୍ତ ଙ୍କ ପ୍ରକୁତ ନିଶ୍ୱର୍ଥ ସୁରକ୍ଷା ଦାତା ବୋଲି ଆଜି ର ସମାଜ କୁ ଏକ ବାର୍ତ୍ତା ଦେଇଛନ୍ତି। ଏହି କାର୍ଯ୍ୟ କ୍ରମ ରେ ବିଦ୍ୟାଳୟ ର ସମସ୍ତ ଗୁରୁଜୀ ଗୁରୁମା ଉପସ୍ଥିତ ରହି ଥିଲେ ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ନୂଆପଡା କଟକ ଠାରେ ସଂସ୍କୃତ ପ୍ରଶିକ୍ଷଣ ପ୍ରବୋଧନ ଅନୁଷ୍ଟିତ 

masiha

ଲେଖକ ସାମୁଖ୍ୟ ର ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳନ 

masiha

ଜିଓ ନେଟ୍ଓ୍ଵର୍କର ଗାତରେ ପଡି ଦୁଇ ଗୁରୁତର

Sunil Chandra Nayak

Leave a Comment

error: Content is protected !!