ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କ ଗାରିଡି ପଞ୍ଚାୟତ ଗସ୍ତ, ଅବ୍ୟବସ୍ଥା ମଧ୍ୟରେ କଷ୍ଟରେ ରହୁଛନ୍ତି ଗତିପୁଟ ଗ୍ରାମରେ ଥିବା ୧୦୦ ଶଯ୍ୟା ବିଶିଷ୍ଟ ଆଦିବାସୀ ଛାତ୍ରୀ ନିବାସର ଛାତ୍ରି

ବନ୍ଧୁଗାଁ ତା ୩୦/୮/୨୩ ଗତ କାଲି କୋରାପୁଟ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସସ୍ମିତା ମେଲେକା ଙ୍କ ବନ୍ଧୁଗାଁ ବ୍ଲକ ଗାରିଡି ପଞ୍ଚାୟତ ଗସ୍ତ କରି ଆମ୍ୱଲିପୁଟ ଓ ଗୋତିପୁଟ ଗ୍ରାମରେ ଥିବା ଅଙ୍ଗନୱାଡ଼ି କେନ୍ଦ୍ର,ସ୍କୁଲ ଓ ଆଶ୍ରମ ସ୍କୁଲ ପରିଦର୍ଶନ କରିବା ସହିତ ଆବାସ ଯୋଜନାରେ ନିର୍ମାଣ ହେଉଥିବା ଘର ଗୁଡ଼ିକ ବୁଲି ଦେଖି ଥିଲେ। ଆବାସ ଯୋଜନାରେ ପାଇଥିବା ଅନେକ ହିତାଧୀକାରୀ ନିଜ ନିଜ ଅଭିଯୋଗ ଗୁଡ଼ିକ ମଧ୍ୟରେ ୩ ଜଣ ଆବାସ ହିତାଧୀକାରୀ ନିଜ ଷ୍ଟେଟ ବ୍ୟାଙ୍କ ଠାରେ ଘର ନିର୍ମାଣ ପାଇଁ ପ୍ରଥମ କିସ୍ତି ଅର୍ଥ ୪୦ ହଜାର ଟଙ୍କା ଆସିଥିବା ବେଳେ ହିତାଧିକାରୀଙ୍କ ବ୍ୟାଙ୍କ ରେ ଋଣ ଥିବାରୁ ଟଙ୍କା କଟି ଯାଇଛି। କିଛି ଆବାସ ହିତାଧୀକାରୀ ୱାର୍କଅର୍ଡର ପାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ପ୍ରଥମ କିସ୍ତି ଟଙ୍କା ଜମା ଖାତାକୁ ଆସି ନାହିଁ ଓ ଆଉ କିଛି ଆବାସ ହିତାଧୀକାରୀ ଘରକୁ ଛାତ ଲେବଲ୍ କରିଛନ୍ତି ଏବଂ ଅଳ୍ପ ଲୋକ ଆବାସ ଘର ୨ୟ କିସ୍ତି ନ ପାଇ ମଧ୍ୟ ଘରର ଛାତ ପକାଇ ଦେଇ ୨ ୟ କିସ୍ତି ଟଙ୍କା ପାଇଁ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଅପେକ୍ଷାରେ ଅଛନ୍ତି। ଆମ୍ୱଲିପୁଟ ଅଙ୍ଗନୱାଡ଼ି କେନ୍ଦ୍ର ବର୍ଷାରେ ଗଲୁଥିବା ଓ ଘରର ଛାତ ଦବି ଯାଇଛି। ସ୍କୁଲରେ ପହଞ୍ଚି ଛାତ୍ରଛାତ୍ରୀଙ୍କ ପାଠ ପଢା ଉପରେ ପିଲାଙ୍କୁ ପଚାରି ବୁଝି ଥିଲେ। ଉକ୍ତ ବିଷୟକୁ ନେଇ ସ୍ଥାନୀୟ ବିଡ଼ିଓ ଅଭିଷେକ କୁମାର ସେଠୀ, ଏ ଇ ଏବଂ ଜେ ଇ ଙ୍କ ସହିତ ଗାରିଡି ଗ୍ରାମରେ ସାକ୍ଷାତ କରି ଅତି ଶୀଘ୍ର ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ଗତିପୁଟ ଗ୍ରାମରେ ଥିବା ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସକୁ ଗସ୍ତ କରି ସ୍କୁଲ ପରିଚାଳନା କମିଟି ସଭାପତି ଗୋପିନାଥ କଞ୍ଜାକା ଓ ପ୍ରଧାନ ଶିକ୍ଷକ କୁଞ୍ଜ ବିହାରୀ ପ୍ରଧାନ ଓ ଆଶ୍ରମ ଛାତ୍ରୀ ମାନଙ୍କ ସହିତ ଆଲୋଚନା କରି ଥିଲେ। ଏହା ପରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସସ୍ମିତା ମେଲେକା, ବିଜେଡ଼ି ବ୍ଲକ ସଭାପତି ବାଲା ନାଗ,ସ୍ଥାନୀୟ ସରପଞ୍ଚଙ୍କ ସ୍ବାମୀ ଗୋପିନାଥ ବିଡ଼ିକା, ବିଜେଡ଼ି ବରିଷ୍ଟ କର୍ମୀ ଗୁରୁନାଥ ନାଗ,ବିଶମ୍ୱର ବିଡ଼ିକା, ପଞ୍ଚାୟତ ସଭାପତି ଅନମା ବିଡିକା, ଜୁନ ୨ ମହିଳା ସଭାନେତ୍ରୀ ସରପଞ୍ଚ ବନ୍ଧୁଗାଁ ଲକ୍ଷ୍ମୀ କାଡ୍ରାକା ଓ ଜନ ୧ ମହିଳା ସଭାନେତ୍ରୀ ପୁଷ୍ପାଞ୍ଜଳି ପିଡିକା ମିଳିତ ଭାବେ ୧୦୦ ଶଯ୍ୟା ବିଶିଷ୍ଟ ଆଦିବାସୀ ଛାତ୍ରୀ ନିବାସ ଭିତରକୁ ପ୍ରବେଶ କରିଥିଲେ। ଏହି ଛାତ୍ରୀ ନିବାସକୁ ଆଜକୁ ପ୍ରାୟ 7 ମାସ ତଳେ ଆଇଟିଡିଏ କୋରାପୁଟ ଜିଲ୍ଲା କାର୍ଯ୍ୟଳୟ ରୁ ମରାମତି କରିବା ପାଇଁ ୫ ଲକ୍ଷ ଟଙ୍କା ଠୀକାଦାର ଙ୍କୁ ଦିଆଯାଇଥିଲା । ଛାତ୍ରୀ ନିବାସରେ ୧୪ ଟି ଫେନ ରୁ ୮ ଟି ଚାଲୁଛି, ପାଇଖାନା ପାଇପ ଗୁଡ଼ିକ ଫାଟି ଦୁର୍ଗନ୍ଧ ବାହାରୁଛି, ପାଇଖାନାର କବାଟ ଭାଙ୍ଗି ଯାଇଛି, ପାଇଖାନା ଭିତରେ ପାଣି ଜମି ରହୁଛି, ବର୍ଷା ପାଣି ଓ ପାଣି ଟାଙ୍କିରୁ କାନ୍ଥ ଦେଇ ପାଣି ଝରୁଛି, ପାଇଖାନା ଭିତରେ ଝାଡ଼ା ଫେରିଲେ ମଇଳା ତଳକୁ ଯାଉ ନାହି, କାନ୍ତ ଗୁଡ଼ିକ ଭଙ୍ଗା ଯାଇ ମରାମତି ହୋଇନାହିଁ, ଛାତରୁ ପାଣି ଗଲୁଛି,ଛାତ୍ରୀ ମାନେ ବହୂ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତାହା ଜିଲ୍ଲା ପରିଷଦ ଅଧ୍ୟକ୍ଷା ବୁଲି ଦେଖି ଥିଲେ।ସ୍କୁଲ ପରିଚାନା ସଭାପତି ଶ୍ରୀ ଗୋପିନାଥ କଞ୍ଜାକା ଆଇ ଟି ଡି ଏ ଠୀକାଦାର ଙ୍କୁ କାହିଁକି କାମ କରୁ ନାହଁ କହିଲେ ଟଙ୍କା ଶେଷ ହୋଇଯାଇଛି, ଅଧିକା କଣ କଥା କହୁଛୁ ମୁଁ କଲେକ୍ଟର ଙ୍କୁ ହଲଚଲ କରିଦେବା ଲୋକ ବୋଲି ଠୀକାଦାର ଜଣକ କହୁଥିବା ଜାଣିବାକୁ ମିଳିଛି। ଉକ୍ତ ଆଦିବାସୀ ଛାତ୍ରୀ ନିବାସ କେବେ ସଂପୂର୍ଣ୍ଣ ହେବ ଓ ଛାତ୍ରୀ ମାନେ ସମସ୍ତ ସୁବିଧା ସୁଯୋଗ ମିଳିବ ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନେବାକୁ ଛାତ୍ରୀଙ୍କ ଅବିଭାବ ଓ ପଞ୍ଚାୟତ ବୁଦ୍ଧି ଯିବି ଅନୁରୋଧ କରିଛନ୍ତି।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ 

Related posts

ସାମ୍ବିଧାନିକ ଅଧିକାର ଓ କର୍ତବ୍ୟ ଉପରେ ସଚେତନତା ସଭା ଅନୁଷ୍ଠିତ

masiha

ଶିକ୍ଷାନୁଷ୍ଠାନ ମଣିଷ ତିଆରି କାରଖାନା : ଜାମଶୂଳୀ କଲେଜ ପ୍ରଶାସନିକ ଭବନ ଉଦଘାଟିତ

masiha

କାର ଦୁର୍ଘଟଣାରେ ୨ ମୃତ ୩ ଗୁରୁତର

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort