ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖଡ଼ିଆଳ ବିଦ୍ୟା ମନ୍ଦିର ରାକ୍ଷୀ ପୂର୍ଣ୍ଣିମା

ନୂଆପଡା, // ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସର ରେ ନୂଆପଡା ଜିଲ୍ଲା ରେ ପୁର ରୁ ପଲ୍ଲୀ ସବୁଠି ପାର୍ବଣ ର ମହୋଲ୍ ଦେଖିବାକୁ ମିଳିଛି। ଭାଇ ହାତରେ ଭଉଣୀ ମାନେ ଶ୍ରଦ୍ଧା ଓ ସ୍ନେହ ରେ ରାକ୍ଷୀ ବାନ୍ଧିଛନ୍ତି। ଖଡିଆଳ ଠାରେ ଥିବା ସରସ୍ଵତୀ ବିଦ୍ୟା ମନ୍ଦିର ରେ ଏହି ପର୍ବ କୁ ଆଡମ୍ବର ପୂର୍ଣ୍ଣ ଭାବେ ପାଳନ କରାଯାଇଛି।ସ୍କୁଲ ଛାତ୍ର ଛାତ୍ରୀ ମାନେ ନିଜ ନିଜ ମଧ୍ୟ ରେ ରାକ୍ଷୀ ବାନ୍ଧିବା ଶହ ଜେଲ ଅନ୍ତେବାସୀ ଓ ସ୍ବାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସିତ ରୋଗୀ ଙ୍କୁ ରାକ୍ଷୀ ବାନ୍ଧି ଥିଲେ। ପରେ ରାସ୍ତା କଡ଼ରେ ଥିବା ଗଛ ଗୁଡିକ କୁ ରାକ୍ଷୀ ବାନ୍ଧି ଗଛ ହେଉଛି ଏ ସୃଷ୍ଟି ର ଜାଗ୍ରତ ପ୍ରହରୀ ଓ ଆମ ସମସ୍ତ ଙ୍କ ପ୍ରକୁତ ନିଶ୍ୱର୍ଥ ସୁରକ୍ଷା ଦାତା ବୋଲି ଆଜି ର ସମାଜ କୁ ଏକ ବାର୍ତ୍ତା ଦେଇଛନ୍ତି। ଏହି କାର୍ଯ୍ୟ କ୍ରମ ରେ ବିଦ୍ୟାଳୟ ର ସମସ୍ତ ଗୁରୁଜୀ ଗୁରୁମା ଉପସ୍ଥିତ ରହି ଥିଲେ ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି” କାର୍ଯ୍ୟକ୍ରମ

masiha

ଜିଲ୍ଲା ସ୍ତରୀୟ ମିଲେଟ ଖାଦ୍ୟ ମେଳା

ପ୍ରିୟଦର୍ଶିନୀ ଇନ୍ଦିରା ମହାବିଦ୍ୟାଳୟରେ ନୂତନ ଅଧକ୍ଷ ନିଯୁକ୍ତି

Sunil Chandra Nayak

Leave a Comment

error: Content is protected !!