ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଵର୍ଷା ଜଳରେ ମୁନିଗୁଡା ଏବେ ଵେହାଲ, ନିଷ୍କାସନ ବାଟ ଘରଭିତରେ, ଅନ୍ଧ ପ୍ରଶାସନର ଆଖି ଖେ।ଲୁନି, ଜନ ପ୍ରତିନିଧିଙ୍କ ଚିନ୍ତା ନାହିଁ।

ଵର୍ଷା ଜଳରେ ମୁନିଗୁଡା ଏବେ ଵେହାଲ, ନିଷ୍କାସନ ବାଟ ଘରଭିତରେ, ଅନ୍ଧ ପ୍ରଶାସନର ଆଖି ଖେ।ଲୁନି, ଜନ ପ୍ରତିନିଧିଙ୍କ ଚିନ୍ତା ନାହିଁ।

ମୁନିଗୁଡା-ତା ୨୫. ୯. ୦୨୬ “ବର୍ଷା ଵିହୁନେ ସର୍ଵନାସ ଵର୍ଷାବହୁଳେ ସର୍ବନାସ”ଏପରି ଘଟଣା ଏହି ଲଘୁଚାପ ଜନିତ ଲଗାଣ ବର୍ଷାରେ ରାୟଗଡା ଜିଲ୍ଲା ମୁନିଗୁଡା ସଦର ମହକୁମାରେ ଵର୍ଷାଜଳ ଉବୁଟୁବୁ ହେ।ଇ ଘରଭିତରେ ନିଷ୍କାସନ ହେଉଥିବା ଦେଖିବାକୁ ମିଳିଛି, ଯାହାଫଳରେ ଜନସାଧାରଣ ଵେହାଲ ହେ।ଇପଡିଲେଣି। ବିଡିଓ, ସରପଞ୍ଚ ଓ ଅନ୍ୟାନ୍ୟ ଜନ ପ୍ରତିନିଧି ତଥା ରାଜନେତା ମାନେ ଏପରି ଅଭାବନୀୟ ପରିସ୍ଥିତି ଦେଖି ନ ଦେଖିଲା ଭଳି ନିରବ ରହିଛନ୍ତି। ମୁନିଗୁଡା ବଜାରର ମୁଖ୍ୟ ରାସ୍ତା କଡରେ ଥିବା ଦେ।କାନ ଓ ବାସଗୣହ ମାନଙ୍କରେ ରାସ୍ତାର ଅବର୍ଜନା ବର୍ଷା ଜଳ ଘର ଭିତର ଦେଇ ଅଳ୍ପକେ ନିଷ୍କାସନ ହେଉଛି। ଜେଇ ମାନଙ୍କର ଠିକା ରେ।ଜଗାର କରିବା ଲକ୍ଷରେ ଦୂର ଦୣଷ୍ଟି ରଖି ଡ୍ରେନେଜ ନ କରି ମନ ଇଛା ଯେମିତି ସେମିତି କରି ଅର୍ଥ ହଡପ କରିବା ନିତିରେ ଲୋକମାନେ ଏପରି ଅସୁବିଧାର ସମ୍ମୁଖିନ ହେଉଥିବା ଅଭିଯୋଗ ହେଉଛି । ଶୁଣ୍ଢିସାହି ବାସିନ୍ଦା ଆଜି ସେମାନଙ୍କ ଦେ।କାନ ଓ ବାସଗୣହରୁ ଦିନତମାମ ପାଣି ବେ।ହି ନିଷ୍କାସନ କରୁଥିବା ଦେଖିବାକୁ ମିଳିଛି। କିଏ ଘରରୁ ନାଳ କରି ବାହାରକୁ ପାଣି ନିଷ୍କାସନ କରୁଛିତ ଆଉ କିଏ ବାଲଟିରେ ଫିଙ୍ଗୁଛି। ଶତାଧିକ ଲେ।କ ଏପରି କାର୍ଯ୍ୟରେ ରୁଣ୍ଡ ହେ।ଇ ରାସ୍ତା ମଝିରେ ନିଷ୍କାସନ କରୁଥିଲେ ମଧ୍ୟ ୫ଶହମିଟର ଵ୍ଲକ ଅଫିସ ବିଡିଓଙ୍କ ନାକ ତଳେ ଏହି କାର୍ଯ୍ୟ ହେଉଥିଲେ ମଧ୍ୟ ତାଙ୍କର ପାଦ ପଡୁନି କି ସରପଞ୍ଚ ତଥା ଯାତାୟତ କରୁଥିବା ନେତାଙ୍କ ଦୣଷ୍ଟି ପଡୁନି। ଏଠାରେ ପ୍ରଶ୍ନ ଉଠୁଛି ସମସ୍ତ ସାହି ଓ ବଜାରର ମୁଖ୍ୟ ଡ୍ରେନକୁ ଵର୍ଷା ପୂର୍ଵରୁ ପ୍ରଶାସନ ସଫା କରିଵାକୁ ସରକାରୀ ନିୟମ ଜାରି ହେଇଥିବା ବେଳେ ମୁନିଗୁଡା ପ୍ରଶାସନ” କିଂ କର୍ତ୍ତବ୍ୟ ମୁଢ”ରେ ରହିଯାଇ ଡ୍ରେନ ସଫା କରିନାହିଁ। ତେଣୁ ଲଗାଣ ବର୍ଷାଜଳ ଡ୍ରେନ ଵେ।ଝ ହେ।ଇ ନିଷ୍କାସନର। ବାଟ ନ ପାଇ ଘର ଭିତରେ ପଶିଛି। ଏହା ପାଇକସାହି, ଗୈ।ଡସାହି, ଏବଂ ଶୁଣ୍ଢିସାହି ସମେତ ଅନ୍ୟାନ୍ୟ ସାହିରେ ଏପରି ଦୣଶ୍ୟ ଦେଖିବାକୁ ମିଳିଛି। ତେଣୁ ପ୍ରଶାସନ ଏଥିପ୍ରତି ଗୁରୁତ୍ଵ ଦେଇ ପ୍ରତିକାର ବ୍ୟଵସ୍ଥା କରିବାକୁ ସାହିଵାସୀନ୍ଦା ଦାବୀ କରିଛନ୍ତି।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ସାଧାରଣ ଜନତା ଯେପରି ସୁରକ୍ଷିତ ଅନୁଭବ କରିବେ, ସେଥିପାଇଁ ପୋଲିସ ପକ୍ଷରୁ ସମସ୍ତ ପ୍ରକାର ଉପାୟ ଅବଲମ୍ୱନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ 

Sunil Chandra Nayak

ଡ଼.ସୁରେଶ ବରାଡ଼ଙ୍କ କବିତା ସଂକଳନ “ଗୁରୁ” ଉନ୍ମୋଚିତ

masiha

ବରିଷ୍ଠ ଶିକ୍ଷୟିତ୍ରୀ କଳ୍ପନା ପଟ୍ଟନାୟକ ଓ ବରିଷ୍ଠ ଶିକ୍ଷକ ଅକ୍ଷୟ ନେଗୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

masiha

Leave a Comment

error: Content is protected !!