ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନର୍ଲା ଥାନା ଠାରେ ଗାନ୍ଧୀ ଜୟନ୍ତୀ ପାଳନ ଓ ସଫେଇ କାର୍ଯକ୍ରମ  

ନର୍ଲା ଥାନା ଠାରେ ଗାନ୍ଧୀ ଜୟନ୍ତୀ ପାଳନ ଓ ସଫେଇ କାର୍ଯକ୍ରମ  

ଆଜି ଅକ୍ଟୋବର ଦୁଇ ରିଖ ଦିନ ସାରା ଭାରତ ବର୍ଷରେ ସ୍ଵାଧୀନତା ସଂଗ୍ରାମୀ ଜାତିର ପିତା ମହାତ୍ମା ଗାନ୍ଧୀ ଙ୍କ ଜୟନ୍ତୀ ପାଳନ ହେଉଥିବା ବେଳେ ଆଜି କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ପରିସରରେ ସଫେଇ କାର୍ଯ୍ୟ ଆରମ୍ଭ କରିଥିଲେ ଥାନା ଅଧିକାରୀ କୈବଲ୍ୟ ସେଠ୍ ସହ ଅଧିକାରୀ ପ୍ରଦୀପ କୁମାର ସେଠୀ ଏ ,ଏସ୍, ଆଇ ଅବନୀ ଖୂରା ଓ ବିରେନ୍ଦ୍ର ପଣ୍ଡା ସମେତ ଥାନା ର ସମସ୍ତ କାର୍ଯ୍ୟରତ ସଦସ୍ୟ ସଦସ୍ୟା ଉପସ୍ଥିତ ରହି ସଫେଇ କାର୍ଯ୍ୟ ସମ୍ପାଦନ କରିଥିଲେ ।

ଦୀପକ୍ ଠାକୁର୍ ଙ୍କ ରିପୋର୍ଟ୍ 

Related posts

ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକଙ୍କ ୬୬ତମ ଜନ୍ମଦିନ ପାଳନ

Sunil Chandra Nayak

ସଂକୀର୍ଣ୍ଣ ପୋଲ ସାଜିଲା ଦୁର୍ଘଟଣାର କାରଣ, ଟ୍ରକ ଚାପାରେ ବାଇକ୍ ଆରୋହୀଙ୍କ ଜୀବନ ଗଲା

Sunil Chandra Nayak

ଚଚରାଗୁଡାରେ ଶିଶୁ ମହୋତ୍ସବ “ସୁରଭି” କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!