ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ଙ୍କ ପତ୍ନୀ ବିୟୋଗ

ନୂଆପଡା,ଓଡିଶା ସରକାର ଙ୍କ ପୁର୍ବତନ ପୋଲିସ ମହାନିର୍ଦେଶକ ତଥା ଖଡିଆଳ ନିବାସୀ ସ୍ବର୍ଗତ ଶ୍ୟାମ ନାରାୟଣ ତିୱାରୀ ଙ୍କ ଧର୍ମପତ୍ନୀ ଇନ୍ଦୁବାଲା ତିୱାରୀ ଙ୍କ ଶୁକ୍ରବାର ବିୟୋଗ ଘଟିଛି । ମ଼ତ୍ୟୁ ବେଲକୁ ଇନ୍ଦୁୱାଲା ଙ୍କୁ ୭୨ ବର୍ଷ ହୋଇଥିଲା ।ସ୍ବାମୀ ଙ୍କ ବିୟୋଗ ପରେ ସେ ଏକାକି ଭାଙ୍ଗି ପଡିଥିଲେ ।ଆଜି ଭୋର ସକାଲୁ ଶ୍ରୀମତୀ ଇନ୍ଦୁବାଲା ଙ୍କୁ ହୃଦଘାତ ହୋଇଥିଲା ଓ ଭୁବନେଶ୍ବର ସ୍ଥିତ ବାସ ଭବନ ଶେଷ ନିସ୍ବାସ ତ୍ୟାଗ କରିଛନ୍ତି ।ସ୍ବର୍ଗତ ଇନ୍ଦୁବାଲା ଙ୍କ ଦୁଇ ପୁଅ ଅଛନ୍ତି।ଏହି ଖବର ଜାଣିବା ପରେ ଖଡିଆଳ ର ତିୱାରୀ ପରିବାର ବର୍ଗ ତଥା ବନ୍ଧୁ ବାନ୍ଦବ ମଧ୍ୟ ରେ ଶୋକ ର ଛାୟା ଖେଲିଯାଇଛି ।ସ୍ବର୍ଗତ ଇନ୍ଦୁବାଲା ତିୱ୍ବାରୀ ଜଣେ ଧର୍ମପରାୟଣ ମହିଲା ସହ ସମାଜସେବୀ ଥିଲେ |

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଅର୍ଜୁନ କେଣ୍ଡ୍ରୁକା ଙ୍କ ଶ୍ରାଦ୍ଧ ଦିବସ ପାଳନ

Sunil Chandra Nayak

ଭବାନୀପାଟଣା ଠାରେ ଜିଲ୍ଲା ସ୍ତରୀୟ ଯୋଗ ପ୍ରତିଯୋଗିତା ଅନୁଷ୍ଠିତ

Sunil Chandra Nayak

ତେରେସିଂହାରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

masiha

Leave a Comment

error: Content is protected !!