ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦାବୀ ପତ୍ର ଦେବା 48 ଘଣ୍ଟା ନପୁରୁଣୁ ପୁଣି ଏକ ଜୀବନ ନେଲା 149 ଜାତୀୟ ରାଜପଥ

ତାଳଚେର (ଆର୍ତ୍ତତ୍ରାଣ ପାଣି.) : ତାଳଚେର ସଡ଼କ ସୁରକ୍ଷା ପରିଷଦ ତାଳଚେର ବାଙ୍କଧରା ଠାରୁ ବନରପାଳ ଦେଇ ଯାଇଥିବା 149 ନଂ ଜାତୀୟ ରେ ଦୈନ୍ୟଦିନ ଘଟୁଥିବା ଦୁର୍ଘଟଣାର ସ୍ଥାଇ ସମାଧାନ ନିମନ୍ତେ ମୁଖ୍ୟମନ୍ତ୍ରୀ ଉଦ୍ଦେଶ୍ୟ ରେ ଉପ ଖଣ୍ଡ ପ୍ରଶାସନକୁ ଦେଇଥିବା ଦାବୀ ପତ୍ରର 48 ଘଣ୍ଟା ନପୂରୁଣୁ ପୁଣି ଏକ ଦୁର୍ଘଟଣା ରେ ଜୈନିକ ବ୍ୟକ୍ତି ପ୍ରାଣ ହରେଇଥିବା ଖବର ଆମର ହସ୍ତଗତ ହୋଇଛି l ତାଳଚେର ବଲ୍ଲହର ଛକ ରାସ୍ତା ରେ ଏହି ମର୍ମଦନ୍ତୁ ଘଟଣା ଘଟିଥିବା ପ୍ରକାଶ ଏବଂ ମୃତ ବ୍ୟକ୍ତି ଜଣକ ସ୍ଥାନୀୟ ସନ୍ଥପଡା ନିବାସୀ ବୋଲି ଶୁଣିବାକୁ ମିଳୁଛି l

Related posts

ମହୁମାଛି ଆକ୍ରମଣରେ ୩ ଗୁରୁତର

ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ ପଦ୍ମଶ୍ରୀ ମନୋରଂଜନ ଦାସଙ୍କ ୧୦୪ ତମ ଜନ୍ମ ଜୟନ୍ତୀ ପାଳିତ

Sunil Chandra Nayak

କାମାକ୍ଷାନଗର ସହରର ସର୍ଵପୁରାତନ ୧୫୦ ଵର୍ଷ ତଳର କୂଅ ପୁନରୁଦ୍ଧାର 

Sunil Chandra Nayak

Leave a Comment

error: Content is protected !!