ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦାବୀ ପତ୍ର ଦେବା 48 ଘଣ୍ଟା ନପୁରୁଣୁ ପୁଣି ଏକ ଜୀବନ ନେଲା 149 ଜାତୀୟ ରାଜପଥ

ତାଳଚେର (ଆର୍ତ୍ତତ୍ରାଣ ପାଣି.) : ତାଳଚେର ସଡ଼କ ସୁରକ୍ଷା ପରିଷଦ ତାଳଚେର ବାଙ୍କଧରା ଠାରୁ ବନରପାଳ ଦେଇ ଯାଇଥିବା 149 ନଂ ଜାତୀୟ ରେ ଦୈନ୍ୟଦିନ ଘଟୁଥିବା ଦୁର୍ଘଟଣାର ସ୍ଥାଇ ସମାଧାନ ନିମନ୍ତେ ମୁଖ୍ୟମନ୍ତ୍ରୀ ଉଦ୍ଦେଶ୍ୟ ରେ ଉପ ଖଣ୍ଡ ପ୍ରଶାସନକୁ ଦେଇଥିବା ଦାବୀ ପତ୍ରର 48 ଘଣ୍ଟା ନପୂରୁଣୁ ପୁଣି ଏକ ଦୁର୍ଘଟଣା ରେ ଜୈନିକ ବ୍ୟକ୍ତି ପ୍ରାଣ ହରେଇଥିବା ଖବର ଆମର ହସ୍ତଗତ ହୋଇଛି l ତାଳଚେର ବଲ୍ଲହର ଛକ ରାସ୍ତା ରେ ଏହି ମର୍ମଦନ୍ତୁ ଘଟଣା ଘଟିଥିବା ପ୍ରକାଶ ଏବଂ ମୃତ ବ୍ୟକ୍ତି ଜଣକ ସ୍ଥାନୀୟ ସନ୍ଥପଡା ନିବାସୀ ବୋଲି ଶୁଣିବାକୁ ମିଳୁଛି l

Related posts

ବିଧାୟକଙ୍କ ଉପସ୍ଥିତିରେ 4 ମାସର ଚାଉଳ ପାଇଲେ ହିତାଧିକାରୀ

Sunil Chandra Nayak

ଖଣିସହରରେ ଚୋରା ବ୍ୟବସାୟକୁ ଏଲପିଜି ଗ୍ୟାସ କିଏ ଯୋଗାଉଛି ?

masiha

ହାତୀବନ୍ଧା ଗ୍ରାମର ରୂପେଶ କୁମାର ମେହେର ପାଇଲେ ପ୍ରକୃତିବନ୍ଧୁ ପୁରସ୍କାର 

Leave a Comment

error: Content is protected !!