ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂଆପଡ଼ା ଜିଲ୍ଲା ମିନି ଷ୍ଟାଡିୟମ୍ ଠାରେ ଜିଲ୍ଲା ସ୍ତରୀୟ ୭୭ତମ ସ୍ବାଧିନତା ଦିବସ ପାଳିତ

ନୂଆପଡା, // ନୂଆପଡ଼ା ଜିଲ୍ଲା ମିନି ଷ୍ଟାଡିୟମ୍ ଠାରେ ଜିଲ୍ଲା ସ୍ତରୀୟ ୭୭ତମ ସ୍ବାଧିନତା ଦିବସ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ରୂପେ ନୂଆପଡ଼ା ଜିଲ୍ଲାପାଳ ହେମକାନ୍ତ ସାଏ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିବା । ମିଲିତ ପ୍ୟାରେଡ ନିରୀକ୍ଷଣ କରିଥିବା ବେଳେ ଅଭିବାଦନ ଗ୍ରହଣ କରିଛନ୍ତି। ଏହି ଅବସରରେ ଜିଲ୍ଲାବାସୀଙ୍କୁ ଆହ୍ବାନ କରି ନୂତନ ନୂଆପଡ଼ା ବିକଶିତ ଜିଲ୍ଲା ଗଠନ କରିବା। ସେହିପରି ସଲିହା ସ୍ବାଧୀନ ସଂଗ୍ରାମ ର ସଂଗ୍ରାମୀଙ୍କୁ ମାନେ ପକାଇଥିଲେ। ଏହି ସ୍ବାଧିନତା ଦିବସ ରେ ୨୫ ଗୋଟି ପ୍ୟାରେଡ ଦଳ ରହିଥିବ ବେଳେ ଗୋଟିଏ ପୋଲିସ ବାହୀନି, ସ୍କୁଲ,କଲେଜ ପ୍ୟାରେଡ ଦଳ,ଏନସିସି, ନେଭାଲ ପ୍ୟାରେଡ ଦଳ ଯୋଗ ଦେଇଥିଲେ। କଡ଼ା ସୁରକ୍ଷା ବ୍ୟବସ୍ଥା ପାଇଁ ୪ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି। ୭ ଗୋଟି ସାଂସ୍କୃତିକ ଦଳ ନିଜ ଦେଶାତ୍ମବୋଧକ ନୃତ୍ୟ ଗୀତ ପରିବେଷଣ କରିଛନ୍ତି। ଏହି ଉତ୍ସବରେ ପୋଲିସ ଆରକ୍ଷୀ ଅଧିକ୍ଷକ ରାଘବେନ୍ଦ୍ର ରେଡ୍ଡୀ ଯୋଗ ଦେଇଥିଲେ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ସରକାରୀ ମେଡିକାଲ କଲେଜ ଓ ହସ୍‌ପିଟାଲର ପୁନଃବିକାଶ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

masiha

ରାଇରଙ୍ଗପୁର ପୋଷ୍ଟ ଫୋରମ୍ ର ସ୍ଵତନ୍ତ୍ର ବୈଠକ

masiha

ଡାବୁଗାଁ ଶ୍ରୀ ଜଗନ୍ନାଥ ଙ୍କ ନେତ୍ର ଉତ୍ସବ ପାଳିତ

Sunil Chandra Nayak

Leave a Comment

error: Content is protected !!