ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜ୍ୟ ଖାଦ୍ୟ ଆୟୋଗର ସଦସ୍ୟ ହେଲେ ଅକ୍ଷୟ

କାମାକ୍ଷାନଗର (ମନିସ )4/9/23 // ରାଜ୍ୟ ସରକାରଙ୍କ ପକ୍ଷରୁ ଶନିବାର ଦିନ ଓଡିଶା ରାଜ୍ୟ ଖାଦ୍ୟ ଆୟୋଗ (ଓଏସଏଫଏସ୍) ରେ ୫ ଜଣ ନୂତନ ସଦସ୍ୟଙ୍କୁ ନିଯୁକ୍ତି ପ୍ରଦାନ ଦେଇଛନ୍ତି। ଏସଂକ୍ରାନ୍ତରେ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ନୂତନ ସଦସ୍ୟ ଭାବରେ ପରଜଙ୍ଗ ବ୍ଲକର ପୂର୍ବତନ ସମିତି ଅଧ୍ୟକ୍ଷ ଅକ୍ଷୟ କୁମାର ବେହେରାଙ୍କ ନାମ ସଦସ୍ୟ ଭାବରେ ମନୋନୀତ ହୋଇଛନ୍ତି। ଏହି ସଦସ୍ୟ ପଦ କାର୍ଯ୍ୟକାଳ ୩ ବର୍ଷ କିମ୍ବା ଅତିବେଶୀରେ ୬୫ ବର୍ଷ ପର୍ଯ୍ୟନ୍ତ ରହିବ। ପୂର୍ବରୁ ଶ୍ରୀ ବେହେରା ପରଜଙ୍ଗ ବିଜେଡିର ଜଣେ ଶୃଙ୍ଖଳିତ ଦକ୍ଷ କର୍ମୀ ସହିତ ବର୍ତ୍ତମାନ ମଧ୍ୟ ଆତ୍ମାର ଅଧ୍ୟକ୍ଷ ପଦରେ ରହିଛନ୍ତି ସେ ନିଜର କାର୍ଯ୍ୟକୁ ସଠିକ୍ ଭାବରେ ତୁଆଇ ଆସିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଢେଙ୍କାନାଳ ଜିଲ୍ଲା ବିଜେଡ଼ି ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସ ଓ ଜିଲା ସଭାପତି ତଥା ପରଜଙ୍ଗ ବିଧାୟକ ଡଃ ନୃସିଂହ ଚରଣ ସାହୁଙ୍କୁ ଏହି ସଦସ୍ୟ ପଦ ଅଳଙ୍କୃତ ନିମନ୍ତେ କୃତଜ୍ଞତା ଜ୍ଞାପନ କରିଛନ୍ତି ଶ୍ରୀ ବେହେରା। ଏନେଇ ପରଜଙ୍ଗ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

୧- ୬ ଖଣ୍ଡ ଗ୍ରାମ ପାଇଁ ବାଧକ ସାଜିଛି ଡେର୍କା ନଦୀ , ୨– ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

Sunil Chandra Nayak

MP Rajya Sabha Shri Niranjan Bishi Demands Conferment of Bharat Ratna on Bhagaban Birsa Munda (Posthumously)

Sunil Chandra Nayak

ଦକ୍ଷତା ବୃଦ୍ଧି କର୍ମଶାଳା

masiha

Leave a Comment

error: Content is protected !!