ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାମନାଥ ଉଚ୍ଚ ବିଦ୍ୟାପୀଠ ଚଲାନ ପଡ଼ା ଠାରେ ଗୁରୁ ଦିବସ ପାଳିତ

ରାମନାଥ ଉଚ୍ଚ ବିଦ୍ୟାପୀଠ ଚଲାନ ପଡ଼ା ଠାରେ ଗୁରୁ ଦିବସ ପାଳିତ

ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ରାମନାଥ ଉଚ୍ଚ ବିଦ୍ୟାପୀଠ ଚଲାନପଡ଼ା ଠାରେ ଗୁରୁଦିବସ ପାଳିତ ହୋଇଯାଇଛି । ଏହି ଗୁରୁଦିବସ କାର୍ଯ୍ୟ କ୍ରମରେ ସ୍କୁଲର ପ୍ରଧାନ ଶିକ୍ଷକ ସଂଜୀବ କୁମାର ଠାକୁର ପୌରହିତ କରି ଥିବା ବେଳେ, ସଭା ପରିଚାଳନା ଖେଳ ଶିକ୍ଷକ ରାଜକପୁର ବାରିକ ମଞ୍ଚ ପରିଚାଳନା କରିଥିଲେ । ଏଥିରେ ଗୁରଜୀ ବୃନ୍ଦ ଫକିର ମୋହନ ଦାସ, ଗୋପାଳ ଚନ୍ଦ୍ର ଯୋଶୀ, ସନତ କୁମାର ମୁଣ୍ଡ, ଦିନାନଥ ସାହୁ, ହୀରାଲାଲ ରଣା, ବିରେନ୍ଦ୍ର ନନ୍ଦ, କମଳାକାନ୍ତ ଚଲାନ, ସୁରେଶ ମାଝି, ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଥମେ ଦଶମ ଶ୍ରେଣୀ ଛାତ୍ରୀ କୌଶଲ୍ୟା ଚଲାନ ,ପ୍ରୀତି ବେହେରା, ଜ୍ୟୋତି ସଗରିଆ, ଓ ନବମ ଶ୍ରେଣୀ ଛାତ୍ରୀ ଅଭିଜୀତା ଦଣ୍ଡସେନା, ସୁଶୀଳା ସୁନା, ଶ୍ରାବଣୀ ସରାଫ, ଭାଗ୍ୟ ଶ୍ରୀ ବେହେରା, ସୁମଧୁର ଚିତା କର୍ଷକ ଉପଖାନ କରି ସମସ୍ତ କୁ ବିମୋହିତ କରି ଥିଲେ। ନିଜନିଜ ବକ୍ତବ୍ୟରେ ପ୍ରକାଶ କରି ଥିଲେ ଗୁରୁ କୃପା ହିଁ ଛାତ୍ର ସମାଜ ରେ ଶୀର୍ଷ ସ୍ଥାନ ରେ ଆସିନ କରେ। ଭାରତ ବର୍ଷ ଗୁରୁର ଦେଶ। ଏଥିରେ ଛାତ୍ରଛାତ୍ରୀ ସୋହନ ରାଉତ, ଅମିତ ବେହେରା, ବବି ବେହେରା, ପ୍ରିୟ ଦର୍ଶିନି ବାରିକ, କୁମକୁମ୍ ଚଲାନ, ଆଭା ବାଗ, ରୋଜାଲିନ ବାରିକ, ସେହ୍ନା ଚଲାନ, ଉପସ୍ଥିତ ଥିଲେ ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ୨୦୨୪ ପ୍ରସ୍ତୁତି

masiha

ଅଟୋ ଓ ବାଇକ୍ ମୁହାଁମୁହିଁ ଧକ୍କା ,  ଘଟଣା ସ୍ଥଳରେ ଯୁବତୀ ମୃତ୍ୟୁ ଓ ଦୁଇ ଜଣ ଗୁରୁତର, ଘଟଣା ସ୍ଥଳରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଓ ପୂର୍ବତନ ବିଧାୟକ କୈଳାଶ କୁଲେସିକା ଜଣେ ଗୁରୁତର ଙ୍କୁ ନିଜ ଆମ୍ବୁଲାନ୍ସ ଆଣି  କୋରାପୁଟ ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟ କେନ୍ଦ୍ର ପଠାଇଲେ     

Sunil Chandra Nayak

ଅଗ୍ରଣୀ ସ୍ବେଛାସେବୀ ସଂଘଟନ ଓଡିଶା ସାଇନି ଫାଉଣ୍ଡେସନ ଟ୍ରଷ୍ଟ “ସବୁଜ ବାହିନୀ ସେବା ସମ୍ମାନ” ରେ ସମ୍ମାନିତ

masiha

Leave a Comment

error: Content is protected !!