ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦଧି ବାମନଙ୍କ ନୂଆଖାଇ ଲଗ୍ନ ଧାର୍ଯ୍ୟ

ଦଧି ବାମନଙ୍କ ନୂଆଖାଇ ଲଗ୍ନ ଧାର୍ଯ୍ୟ

ଜୁନାଗଡ଼,୬/୯(ମ ନି ସ)ଜୁନାଗଡ ସ୍ଥିତ ସର୍ବପୁରାତନ ଦଧି ବାମନ ଙ୍କ ମନ୍ଦିର ରେ ଆଜି ସକାଳରେ ପଣ୍ଡିତ ନିରଜଂନ ବଡ ପଣ୍ଡା ଆବହନ କ୍ରମେ ପଣ୍ଡିତ ଙ୍କ ସଭା ବସିଥିଲା l ଉକ୍ତ ସଭାରେ ଜ୍ୟୋତିର ବିଦ୍ ପଣ୍ଡିତ ଶ୍ରି ବିଶ୍ନୁ ପ୍ରସାଦ ପାଣିଗ୍ରାହୀ, ଜ୍ଯୋତିର୍ ବିଦ୍ ଶ୍ରି ଫକୀର ନାରାୟଣ ପାଟ୍ଟଯୋଶୀ, ଜ୍ୟୋତିର୍ ବିଦ୍ ମଧୁସୂଦନ ପୁରୋହିତ ଉପସ୍ଥିତ ହୋଇ ନବାନ୍ନ ଲଗ୍ନ ସମ୍ବନ୍ଧ ରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା l ପରିଶେଷରେ ସେପ୍ଟେମ୍ବର ୨୦ତାରିଖ ପାଞ୍ଚମି ବୁଧବାର ସକାଳ ୭:୫୮ ରୁ ୮:୧୩ ମଧ୍ୟେ ମହାପ୍ରଭୁ ଶ୍ରୀ ଦଧିବାମନ ଙ୍କ ନିକଟ ରେ ନବାନ୍ନ ଲାଗି ହେବ ବୋଲି ନିଷ୍ପତ୍ତି ନିଆଗଲା l ଏହି ସମୟରେ ସମସ୍ତେ ନବାନ୍ନ ଗ୍ରହଣ କରିବେ ବୋଲି ପ୍ରକାଶ କରିଥିଲେ l

ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ଚନ୍ଦ୍ରାୟନ-୩ ମିଶନର ଐତିହାସିକ ସଫଳତା ଭାରତ କୁ ବିଶ୍ୱ ମହାକାଶ ଗବେଷଣା କ୍ଷେତ୍ରରେ ଏକ ସ୍ୱତନ୍ତ୍ର ସ୍ଥାନ ମିଳିଛି : ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ସନ୍ତୋଷ କୁମାର କର 

Sunil Chandra Nayak

ଧର୍ମ ପରାୟଣ ମହିଳାଙ୍କ ପରଲୋକ 

Sunil Chandra Nayak

ପଦ୍ମାବତୀ ପଟେଲ ପ୍ରକୃତି ବନ୍ଧୁ ପୁରସ୍କାର ମନୋନୀତ

Leave a Comment

error: Content is protected !!