ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲକ୍ଷ୍ମୀ ଙ୍କୁ ମେଦିନୀପୁର ରେ ଭବ୍ୟ ସମ୍ବର୍ଦ୍ଧନା

ଲକ୍ଷ୍ମୀ ଙ୍କୁ ମେଦିନୀପୁର ରେ ଭବ୍ୟ ସମ୍ବର୍ଦ୍ଧନା 

ଭବାନୀପାଟଣା : – ନିଖିଳ ଉତ୍କଳ ସି.ଟି ପ୍ରାଥମିକ ଶିକ୍ଷକ ଫେଡେରେସନ୍ କଳାହାଣ୍ଡି ଶାଖା ର କଳାହାଣ୍ଡି ଜିଲ୍ଲା ସି.ଟି ପ୍ରାଥମିକ ଶିକ୍ଷକ ସଂଘ , କଳାହାଣ୍ଡି ପକ୍ଷରୁ ୫ ସେପଟେମ୍ବର-୨୦୨୩ ରେ ସଦର ମହକୁମା ଭବାନୀପାଟଣା ଅମଲା ଭବନ ଠାରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ୨୬ତମ ପବିତ୍ର ଗୁରୁଦିବସ ରେ କଳାହାଣ୍ଡି ଶିକ୍ଷକ ସମ୍ମାନ – ୨୦୨୩ ପ୍ରାପ୍ତ ବରିଷ୍ଟ ଶିକ୍ଷୟିତ୍ରୀ ଶ୍ରୀମତୀ ଲକ୍ଷ୍ମୀ ବଗର୍ତ୍ତୀ . ମେଦିନୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ଙ୍କୁ ବିଦ୍ୟାଳୟ ସ୍ତରରେ ପ୍ରଧାନଶିକ୍ଷକ ପ୍ରକୃତି ବନ୍ଧୁ ପ୍ରଦୀପ ସାହୁ,ସହକର୍ମୀ ସଂଯୁକ୍ତା ଦାଶ, ପ୍ରତିଭା ଦାଶ , ନିଶା ମଣୀ ଦେଇ, କଲ୍ୟାଣୀ ଦାଶ ଙ୍କ ସହ ସମସ୍ତ ଛାତ୍ର – ଛାତ୍ରୀ , ଛାତ୍ର-ଅଭିଭାବକ ଏବଂ ବିଦ୍ୟାଳୟ ପରିଚାଳନା କମିଟି ଅଧ୍ଯକ୍ଷା ମଞ୍ଜୁରୀ ନାଗ, ଉପାଧ୍ୟକ୍ଷ ଆଶିଷ ପଣ୍ଡା ଏବଂ ସମସ୍ତ ସଦସ୍ୟ ସଦସ୍ୟା ଙ୍କ ତରଫ ରୁ ମେଦିନୀ ପୁର ରେ ଭବ୍ୟ ସମ୍ବର୍ଦ୍ଧନା ।

ମସିହା ନିୟୂଜ୍ ସର୍ଭିସ୍ 

Related posts

ଅବସରପ୍ରାପ୍ତ ତହସିଲ କର୍ମଚାରୀଙ୍କ ହୃଦଘାତରେ ମୃତ୍ୟୁ

masiha

ବେହେରାମୁଣ୍ଡା ସରପଞ୍ଚ ଭୋଟ ପୁନଃ ଗଣତି ଆବେଦନ ଖାରଜ କଲେ କୋର୍ଟ

Sunil Chandra Nayak

କଳାହାଣ୍ଡି ଉତ୍ସବ ” ଘୁମୁରା ” ର ରୌପ୍ୟ ଜୟନ୍ତୀ ଅବସରରେ ଜିଲ୍ଲାସ୍ତରୀୟ ନୌ-ଚାଳନା ଓ ତୀର ଚାଳନା ପ୍ରତିଯୋଗିତା ପାଇଁ ପ୍ରସ୍ତୁତି ବୈଠକ

Sunil Chandra Nayak

Leave a Comment

error: Content is protected !!