ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୋର୍ ଦେନ୍ ଇନଫ ମିନିଷ୍ଟ୍ରି ତରଫରୁ ନବରଙ୍ଗପୁର ରେ ସଚେତନତା ଶିବିର

ମୋର୍ ଦେନ୍ ଇନଫ ମିନିଷ୍ଟ୍ରି ତରଫରୁ ନବରଙ୍ଗପୁର ରେ ସଚେତନତା ଶିବିର

ନବରଙ୍ଗପୁର:(୧୦|୧୦(ରବି ନାରାୟଣ ମହାନ୍ତି)ମୋର୍ ଦେନ୍ ଏନଫ ମିନିଷ୍ଟ୍ରି ନବରଙ୍ଗପୁର ଦ୍ଵାରା ଭାରତ ସରକାରଙ୍କ ସଂଖ୍ୟା ଲଘୁ ମାନଙ୍କ ପାଇଁ ଜନ କଲ୍ୟାଣ ମୂଳକ ସଚେତନତା କାର୍ଯ୍ୟକ୍ରମ ନବରଙ୍ଗପୁର ପଞ୍ଚାୟତ ସମିତି ଅନ୍ତର୍ଗତ ଖଣ୍ଡୁଗୁଡା ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି l ମୂଖ୍ୟ ଅତିଥି ଭାବେ ନବରଙ୍ଗପୁର ଜିଲ୍ଲା ଖ୍ରୀଷ୍ଟିଆନ ସମ୍ପ୍ରଦାୟର ବିଶପ ଡ଼ଃ ଖ୍ରୀଷ୍ଟଦାନ ନାଗ ଯୋଗ ଦେଇ ଭାରତ ସରକାରଙ୍କ ସଂଖ୍ୟା ଲଘୁ ମାନଙ୍କ ପାଇଁ ଉଦ୍ଦିଷ୍ଟ ଜନ କଲ୍ୟାଣ ମୂଳକ କାର୍ଯ୍ୟ ଉପରେ ଆଲୋକପାତ କରିଥିଲେ l ମୂଖ୍ୟ ବକ୍ତା ଭାବେ ମିଲ୍ ଟନ୍ ସୁନା ଭାରତ ସରକାରଙ୍କ ଯୋଜନା ଶିକ୍ଷା, ସ୍ୱାସ୍ଥ୍ୟ, ଦକ୍ଷତା ବିକାଶ ଓ ରୋଜଗାରର ସୁଯୋଗ, ଆବାସ ଯୋଜନା ଓ ଅନ୍ୟାନ୍ୟ ସରକାରୀ ସୁବିଧା ବିଷୟରେ ଲୋକଙ୍କୁ ସଚେତନତା କରାଇଥିଲେ l ମୋର୍ ଦେନ୍ ଇନଫର ସଭାପତି ବାବୁଲା ନାଗ ଭାରତ ସରକାରଙ୍କ ଦ୍ଵାରା ପରିଚାଳିତ ସମସ୍ତ ଯୋଜନା ବିଷୟରେ ଦୃଷ୍ଟି ଆକର୍ଷଣ କରାଇଥିଲେ l ନିତ୍ୟା ନନ୍ଦ ନାଗ ପ୍ରଦୀପ ପ୍ରଜ୍ଜଳନ କରିଥିଲେ ଏବଂ ସୁନାଧର ସୁନା ମଞ୍ଚ ପରିଚାଳନା କରିଥିଲେ l ଏହି କାର୍ଯ୍ୟକ୍ରମରେ ସଭାପତି ବାବୁଲା ନାଗ ଉପ ସଭାପତି ସବିତା ନାଗ ସମ୍ପାଦକ ମିଲ୍ ଟନ୍ ସୁନା ସହ ସମ୍ପାଦକ ଦିଲଚାନ୍ଦ ସୁନା କୋଷାଧକ୍ଷ ସୋରସ ନାଗ ସଭ୍ୟ ହିମାନ ଚରଣ ନାୟକ ଓ ରୋହିତ କର୍କରା ସମେତ ଶତାଧିକ ଆଖ ପାଖ ଅଞ୍ଚଳ ର ଜନ ସାଧାରଣ ଯୋଗ ଦେଇଥିଲେ l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ରାଇରଙ୍ଗପୁରରେ ସ୍ବଛ ଭାରତ ସମୃଦ୍ଧ ଭାରତ ଟ୍ରଷ୍ଟ ଆନୁକୂଲ୍ୟରେ ଧନ୍ବନ୍ତରୀ ଜୟନ୍ତୀ

masiha

ଧର୍ମଗଡ ତାଲୁକ ଆଇନ ସେବା ସମିତି ତରଫରୁ ବିଶ୍ୱ ଦିବ୍ୟାଙ୍ଗ ଦିବସ ପାଳିତ ମୁ

masiha

ନିର୍ମାଣ ଶ୍ରମିକ କଲ୍ଯାଣ ଯୋଜନା ସହାୟତା ବଣ୍ଟନ ଶିବିର ଅନୁଷ୍ଠିତ

masiha

Leave a Comment

error: Content is protected !!