ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଟ୍ରାକ୍ଟର ଦୁର୍ଘଟଣା ଜଣେ ମୃତ ଦୁଇ ଆହତ

ଟ୍ରାକ୍ଟର ଦୁର୍ଘଟଣା ଜଣେ ମୃତ ଦୁଇ ଆହତ

ପଲନା:୧୩/୦୯ – (ମନିସ):- ଟ୍ରାକ୍ଟର ଦୁର୍ଘଟଣା ରେ ଜଣଙ୍କର ଜୀବନ ଚାଲିଯାଇଥିବା ବେଳେ ଦୁଇ ଜଣ ଡାକ୍ତରଖାନାରେ ଜୀବନ ସହିତ ଲଢୁଥିବା ଜଣାପଡିଛି। ଘଟଣାଟି ଘଟିଯାଇଛି ଗତ ତା ୧୦/୦୯/୨୦୨୩ ରିଖ ରବିବାର ଦିନ ବଲାଙ୍ଗୀର ଜିଲ୍ଲା ସିନ୍ଦେକେଲା ଥାନା ଭୁର୍ଷାଗୁଡି ପଞ୍ଚାୟତ ଟିଟିଗାଁର ରାସ୍ତା ପାଖ ପୋଖରୀ ହୁଡାରୁ ଟ୍ରାକ୍ଟର ଓଲଟି ପଡିଥିଲା। ଯାହାଫଳରେ ଏହି ପୋଖରୀ ଗାଧୋଇବା ପାଇଁ ଯାଇଥିବା ମହିଳା ଙ୍କ ଉପରେ ଟ୍ରାକ୍ଟରଟି ଧକ୍କା ଦେଇ ଓଲଟି ପଡିବାରୁ ଶଶିରେଖା ନାଗ,(୪୫) ନାମକ ମୃତ୍ୟୁବରଣ କରିଥିଲେ ତାଙ୍କର ମାତ୍ର ୨ ଝିଅ ରହିଥିବା ଜଣାପଡିଛି ଆଉ ଅନ୍ଯ ୨ ଜଣ ମହିଳା ଗୁରୁତର ଆହତ ଅବସ୍ଥାରେ ସେମାନେ ରାୟପୁରରେ ଥିବା ଡାକ୍ତରଖାନାରେ ଚିକିତ୍ସାଧିନ ଥିବା ଜଣାପଡିଛି।

ପଲନା ରୁ ଡମ୍ବରୁ ଧର ପାଣିଗ୍ରାହୀ ଙ୍କ ରିପୋର୍ଟ

Related posts

ଚିଟ୍ ଫଣ୍ଡ ଠକେଇ ମାମଲାରେ ବନ୍ଧୁଗାଁ ପୋଲିସ ଦ୍ବାରା ପରିବାରର ପାଞ୍ଚ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ 

Sunil Chandra Nayak

ଜୁଆ ଆଡ୍ଡା ଉପରେ ଚଢ଼ଉ,ପାଞ୍ଚ ଗିରଫ, ନଗଦ ଟଙ୍କା ଜବତ

Sunil Chandra Nayak

ରେଲତ୍ତ୍ବେ ଚାକିରୀ ନାମରେ ୨୧ ଲକ୍ଷ ଟଙ୍କା ଠକେଇ ଗିରଫ

Sunil Chandra Nayak

Leave a Comment

error: Content is protected !!