ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାମାକ୍ଷାନଗରରେ ରକ୍ତଦାନ ଶିବିର 

କାମାକ୍ଷାନଗରରେ ରକ୍ତଦାନ ଶିବିର 

କାମାକ୍ଷାନଗର (ମନିସ )22/9/23 // ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଭାରତିୟ ଜନତା ପାର୍ଟି ଯୁବ ମୋର୍ଚା ତରଫରୁ ପ୍ରଧାନମନ୍ତ୍ରି ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିବସ ଉପଲକ୍ଷେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶତୃଘ୍ନ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିବା ବେଳେ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ।ସେବା ଓ ସମର୍ପଣ ଅଭିଯାନ ମାଧ୍ୟମରେ ଦଳ ତରଫରୁ ଏହି ରକ୍ତଦାନ ଶିବିର ଆୟୋଜନ କରାଯାଇଛି।ବିଶେଷ କରି ଯୁବଗୋଷ୍ଠି ମାନେ ଏହି ଶିବିରକୁ ଆସି ରକ୍ତଦାନ କରୁଥିବାର ଦେଖିବାକୁ ମିଳିଛି।ଅନ୍ୟ ମାନଙ୍କ ମଧ୍ୟରେ ଯୁବନେତା ସରୋଜକାନ୍ତ ବେହେରା,ଶେଷଦେବ ନାଥ,ସଞ୍ଜୟ ରାଉତ ପ୍ରମୂଖ ସହଯୋଗ କରିଥିଲେ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ପ୍ରକାଶ ପାଇଲା ଫଟୋଚିତ୍ର ପ୍ରତିଯୋଗିତା ଫଳାଫଳ, ପ୍ରଥମ ସ୍ଥାନରେ ରଶ୍ମିରେଖା

masiha

MP Rajya Sabha Shri Niranjan Bishi Demands Conferment of Bharat Ratna on Bhagaban Birsa Munda (Posthumously)

Sunil Chandra Nayak

ପଂଚାୟତ ଡ୍ରେନ ସଫା ନ ହେବାରୁ ଡ୍ରେନ ରେ ଅଳିଆ ଆବର୍ଜନା ପାଣି ରାଇଘର ବଜାର ର ମୁଖ୍ୟ ରାସ୍ତା ଉପରେ

masiha

Leave a Comment

error: Content is protected !!