ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାମାକ୍ଷାନଗରରେ ରକ୍ତଦାନ ଶିବିର 

କାମାକ୍ଷାନଗରରେ ରକ୍ତଦାନ ଶିବିର 

କାମାକ୍ଷାନଗର (ମନିସ )22/9/23 // ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଭାରତିୟ ଜନତା ପାର୍ଟି ଯୁବ ମୋର୍ଚା ତରଫରୁ ପ୍ରଧାନମନ୍ତ୍ରି ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିବସ ଉପଲକ୍ଷେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶତୃଘ୍ନ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିବା ବେଳେ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ।ସେବା ଓ ସମର୍ପଣ ଅଭିଯାନ ମାଧ୍ୟମରେ ଦଳ ତରଫରୁ ଏହି ରକ୍ତଦାନ ଶିବିର ଆୟୋଜନ କରାଯାଇଛି।ବିଶେଷ କରି ଯୁବଗୋଷ୍ଠି ମାନେ ଏହି ଶିବିରକୁ ଆସି ରକ୍ତଦାନ କରୁଥିବାର ଦେଖିବାକୁ ମିଳିଛି।ଅନ୍ୟ ମାନଙ୍କ ମଧ୍ୟରେ ଯୁବନେତା ସରୋଜକାନ୍ତ ବେହେରା,ଶେଷଦେବ ନାଥ,ସଞ୍ଜୟ ରାଉତ ପ୍ରମୂଖ ସହଯୋଗ କରିଥିଲେ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଗୋଛାପଡା ବାକେପଙ୍ଗା ଠାରେ କନ୍ଧମାଳ ଜିଲ୍ଲା ଡୁମାଳ କୁଳ ସମାଜର ବାର୍ଷିକ ସମ୍ମଳନୀ ଅନୁଷ୍ଠିତ

Sunil Chandra Nayak

ଭିନ୍ନକ୍ଷମ ଙ୍କ ଆଶ୍ରୟ ସ୍ଥଳୀ ଅପନା ଘରରେ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ

Sunil Chandra Nayak

ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂଙ୍କ ପରଲୋକ ନେଇ ଧର୍ମଗଡ଼ ରେ ଶୋକସଭା

masiha

Leave a Comment

error: Content is protected !!