ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଖଡ଼ିଆଳ ବିଧାୟକ ଭୋଟଦାନ ସାବ୍ୟସ୍ତ

ନୂଆପଡା ଜିଲ୍ଲା ଖଡ଼ିଆଳ ପୌର ନିର୍ବାଚନରେ ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ୱାର୍ଡ ନଂ ୧୦ ରେ ଭୋଟ ଦେଇ ନିଜମତ ସାବ୍ୟସ୍ତ କରିଥିଲେ । ମତଦାନ କେନ୍ଦ୍ରରୁ ବାହାରି ଅଧ୍ୟକ୍ଷ ପ୍ରାଥୀ ଉଜ୍ଜ୍ୱଳ ଗୁପ୍ତା ନିଶ୍ଚିତ ଭାବେ ବହୁତ ଭୋଟ ବ୍ୟବଧାନରେ ବିଜୟୀ ହେବା ସହିତ ଅଧିକ ୱାର୍ଡ ସଭ୍ୟ ବିଜୟୀ ହେବେ ବୋଲି ପ୍ରକାଶ କରିଥିଲେ ।ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ନୂଆପଡା–ସଟ ସର୍କିଟ ଯୋଗୁଁ ଘରେ ଲାଗିଲା ନିଆଁ

Sunil Chandra Nayak

ଜଗନ୍ନାଥ ପ୍ରେମୀ ଙ୍କ ପାଇଁ ଖୁସିର ଖବର

ରାଉରକେଲା – ସମାଜସେବୀ ଙ୍କୁ ଶ୍ରଦ୍ଧାଞ୍ଜଳି

Leave a Comment

error: Content is protected !!