ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଖଡ଼ିଆଳ ବିଧାୟକ ଭୋଟଦାନ ସାବ୍ୟସ୍ତ

ନୂଆପଡା ଜିଲ୍ଲା ଖଡ଼ିଆଳ ପୌର ନିର୍ବାଚନରେ ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ୱାର୍ଡ ନଂ ୧୦ ରେ ଭୋଟ ଦେଇ ନିଜମତ ସାବ୍ୟସ୍ତ କରିଥିଲେ । ମତଦାନ କେନ୍ଦ୍ରରୁ ବାହାରି ଅଧ୍ୟକ୍ଷ ପ୍ରାଥୀ ଉଜ୍ଜ୍ୱଳ ଗୁପ୍ତା ନିଶ୍ଚିତ ଭାବେ ବହୁତ ଭୋଟ ବ୍ୟବଧାନରେ ବିଜୟୀ ହେବା ସହିତ ଅଧିକ ୱାର୍ଡ ସଭ୍ୟ ବିଜୟୀ ହେବେ ବୋଲି ପ୍ରକାଶ କରିଥିଲେ ।ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ବାବା ସାହେବଙ୍କ ୧୩୨ତମ ଜନ୍ମ ଜୟନ୍ତୀ ପାଳନ

Sunil Chandra Nayak

ଜୟ କୁମାର ମିଶ୍ର ଙ୍କ କବିତା ଦାଣ୍ଡରେ ପିକ, ଘରେତ କାକ

ତରକାସୁର ବଧ

Leave a Comment

error: Content is protected !!