ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଲାହାଣ୍ଡି ସାଂସଦ ବସନ୍ତ ପଣ୍ଡା ଦେଲେ ମତଦାନ

ନୂଆପଡା ଜିଲ୍ଲା ସଦର ନିବାସୀ କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା ପୌର  ନିର୍ବାଚନ ରେ ଅଂଶଗ୍ରହଣ କରିଛନ୍ତି। ନିଜ ଗଣତନ୍ତ୍ର ଅଧିକାର ସାବ୍ୟସ୍ତ କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି। ନୂଆପଡା ୱାର୍ଡ ନଂମ୍ବର ୦୫ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟରେ ହୋଇଥିବା ମତଦାନ କେନ୍ଦ୍ର ରେ ସାବ୍ୟସ୍ତ କରିଛନ୍ତି।ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ରଞ୍ଜିତ କୁ ସାହୁ ଙ୍କ କବିତା ଟୋପାଏ ବର୍ଷା

Sunil Chandra Nayak

ଜିଆରଏସଙ୍କ ବିରୋଧରେ ସରପଞ୍ଚ ଦେଇଥିବା ଅଭିଯୋଗ ମିଥ୍ୟା ନେଇ ବିଡ଼ିଓଙ୍କ ଦ୍ୱାରସ୍ତ ହେଲେ ମାଝୀଗୁଡା ସମିତି ସହ ୱାର୍ଡ ସଭ୍ୟା ସଭ୍ୟ

Sunil Chandra Nayak

ଡାକ୍ତର ଋତୁପୂର୍ଣ୍ଣା ଶିବାନୀ ଦଣ୍ଡସେନା ଙ୍କ ପ୍ରୟାସ ରେ 20 ଜଣ ଛାତ୍ରୀ ଙ୍କୁ ସୋଲାର ଲାଇଟ ବଣ୍ଟନ

Leave a Comment

error: Content is protected !!