ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରପଞ୍ଚ ମାନଙ୍କ ଅସହଯୋଗ ଆନ୍ଦୋଳନ ::ସରକାରୀ ଯୋଜନା କୁ ଅସହଯୋଗ 

ସରପଞ୍ଚ ମାନଙ୍କ ଅସହଯୋଗ ଆନ୍ଦୋଳନ ::ସରକାରୀ ଯୋଜନା କୁ ଅସହଯୋଗ 

ତେନ୍ତୁଳିଖୁଣ୍ଟି -୨୨/୦୯/୨୩ // ରାଜ୍ୟ ସରପଞ୍ଚ ମହାସଂଘ ଆହ୍ୱାନରେ ଆଜିଠାରୁ ଆରମ୍ଭ ହେଲା ସରପଞ୍ଚ ମାନଙ୍କ ସରକାରୀ ଯୋଜନା କୁ ଅସହଯୋଗ ଆନ୍ଦୋଳନ। ଏହି ମର୍ମରେ ଏକ ସ୍ମାରକପତ୍ର ତେନ୍ତୁଳିଖୁଣ୍ଟି ବ୍ଲକ ସରପଞ୍ଚ ସଙ୍ଘ ମନୋଜ କୁମାର ପାଣିଗ୍ରାହୀ ବିଡ଼ିଓ ତେନ୍ତୁଳିଖୁଣ୍ଟି ଙ୍କୁ ପ୍ରଦାନ କରିଛନ୍ତି। ପ୍ରଥମେ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କୁ 15 ଦଫା ଦାବୀ ସମ୍ବଳିତ ସ୍ମାରକପତ୍ର ଦେଇଥିଲେ। ପୁଣିଥରେ15 ସେପ୍ଟେମ୍ବର ରେ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ରାଜଧାନୀ ଯାଇ ଦେଲା ମହାସଂଘ। 22 ତାରିଖ ସୁଦ୍ଧା ଦାବୀ ସମ୍ପର୍କରେ ଠୋସ ନିଷ୍ପତ୍ତି ରାଜ୍ୟ ସରକାର ନ ନେଲେ ସରକାରଙ୍କୁ ଅସହଯୋଗ କରିବା ନିଷ୍ପତ୍ତି ନେଇଥିଲେ। ଏହି ମର୍ମ ରେ ଆଜିଠୁଁ ଅସହଯୋଗ ଆନ୍ଦୋଳନ ଆରମ୍ଭହେଲା ବୋଲି ସଭାପତି ମଦନମୋହନ ଦଳପତି କହିଛନ୍ତି।

ଗୋବର୍ଦ୍ଧନ ସାହୁ ତେନ୍ତୁଳିଖୁଣ୍ଟି

Related posts

ନବରଙ୍ଗପୁର ଠାରେ ଏନ୍ ଇ ଇ ଟି (ୟୁ ଜି) ୨୦୨୬ ଜାତୀୟ ଯୋଗ୍ୟତା ତଥା ପ୍ରବେଶିକା ପରୀକ୍ଷା (ସ୍ନାତକୋତ୍ତର) ସଫଳତାର ସହ ସମ୍ପନ୍ନ 

ପ୍ରଫେସର ଡ଼ଃ ଶଶିକାନ୍ତ ଆଚାର୍ଯ୍ୟ ଙ୍କ ବିୟୋଗ 

masiha

ବିଧାୟକଙ୍କ ଉନ୍ନୟନ କାର୍ଯ୍ୟର ସମୀକ୍ଷା ବୈଠକ 

masiha

Leave a Comment

error: Content is protected !!