ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବିଜେପି ର ବୁଥ୍ ସଶକ୍ତିକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ବିଜେପି ର ବୁଥ୍ ସଶକ୍ତିକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ

କାମାକ୍ଷାନଗର -(ମନିସ )27/9/23 // ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ନିର୍ବାଚନ ମଣ୍ଡଳୀ ବାରୁଆଁ ବିଜେପି ର ବୁଥ୍ ସଶକ୍ତିକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ରାଜ୍ୟ କାର୍ଯ୍ୟକାରିଣୀ ଅଧ୍ୟକ୍ଷ ଶତ୍ରୁଘନ ଜେନା ଙ୍କ ନେତୃତ୍ୱ ରେ ବିଜେପି ର ପୂର୍ବତନ ସାଂସଦ ରୁଦ୍ର ନାରାୟଣ ପାଣି, ଢେଙ୍କାନାଳ ସଂସଦୀୟ କ୍ଷେତ୍ର ସଂଯୋଜକ ପ୍ରେମାନନ୍ଦ ଜେନା, ବିଭୁତି ପ୍ରଧାନ, ପବିତ୍ର ମୋହନ ବିଶ୍ୱାଳ, ନରେଶ ମହାପାତ୍ର, ସଞ୍ଜୟ କୁମାର ରାଉତ ଙ୍କ ସମେତ ସ୍ଥାନୀୟ ଅଂଚଳ ର ଶତାଧିକ ଦଳୀୟ କର୍ମକର୍ତା ଉପସ୍ଥିତ ଥିଲେ l ଉକ୍ତ ବୈଠକ ରେ ନେତୃତ୍ୱ ମାନେ କର୍ମକର୍ତା ଙ୍କୁ ବୁଥ୍ ସ୍ତରରେ କିପରି ବିଜେପି ର ଉନ୍ନତି ହୋଇପାରିବ ସେ ସମ୍ବନ୍ଧରେ ଗୁରୁମନ୍ତ୍ର ପ୍ରଦାନ କରିଥିଲେ l

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

କେଜ୍ରିୱାଲ ଙ୍କୁ ୩ ପୃଷ୍ଠାର ଚିଠି ଲେଖିଲେ ସିସୋଦିଆ, ପାଠ କଲେ ନବରଙ୍ଗପୁର ଆପ୍

Sunil Chandra Nayak

କାମାକ୍ଷାନଗର ରେ ପ୍ରବାଦପୁରୁଷ ବିଜୁ ବାବୁ ଙ୍କ ତିରୋଧାନ ଦିବସ ପାଳିତ 

masiha

ରାଜନଗର ନିର୍ବାଚନ ମଣ୍ଡଳୀରେ ବିଜେଡିର ସାଂସଦ ଓ ବିଧାୟକ ପ୍ରାର୍ଥୀ ଘରକୁ ଘର ମାରାଥାନ ପ୍ରଚାର କରୁଛନ୍ତି

masiha

Leave a Comment

error: Content is protected !!