ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉତ୍କେଲା ରେ ସ୍ବଛ୍ଛତା ହିଁ ସେବା କାର୍ଯ୍ୟକ୍ରମ

ଉତ୍କେଲା ରେ ସ୍ବଛ୍ଛତା ହିଁ ସେବା କାର୍ଯ୍ୟକ୍ରମ

ଉତ୍କେଲା,୦୧/୧୦,ନିପ୍ର, ଜିଲ୍ଲା ବିଜେପି କୃଷକ ମୋର୍ଚା ସଭାପତି ବସନ୍ତ ପୁରୋହିତ ଙ୍କ ନେତୃତ୍ୱରେ ଉତ୍କେଲା ରେ ସ୍ୱଚ୍ଛତା କାର୍ଯ୍ୟକ୍ରମ ବିଭିନ୍ନ ସ୍ଥାନ ରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ବିଜେପି କର୍ମୀ ଗଣ୍ଡାଧର ବଞ୍ଜରା,ସୁଦର୍ଶନ ଭୋଇ, ଅନ୍ୟ ସହଯୋଗୀ ବୃନ୍ଦ, ସ୍ୱଚ୍ଛ ସାଥି ମାନେ ଉପସ୍ଥିତ ରହି ଗ୍ରାମ କୁ ସ୍ୱଚ୍ଛ ଓ ସୁନ୍ଦର କରିବା ପାଇଁ ଶ୍ରମଦାନ କରିଥିଲେ l

ଉତ୍କେଲା ରୁ ଅର୍ଜୁନ ପୋଡ଼ ଙ୍କ ରିପୋର୍ଟ 

Related posts

ଓଡିଶା ରାଜସ୍ଵ ଅମଲା ସଂଘ ଜିଲ୍ଲା ଶାଖା କନ୍ଧମାଳ ର ଏକ ସାଧାରଣ ପରିଷଦ ବୈଠକ 

Sunil Chandra Nayak

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ନେଇ ଜୁନାଗଡ଼ ରେ ଅର୍ପଣ ରଥ ପରିକ୍ରମା ସମ୍ପନ୍ନ

masiha

ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୩ ପାଳିତ

Sunil Chandra Nayak

Leave a Comment

error: Content is protected !!