ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉତ୍କେଲା ରେ ସ୍ବଛ୍ଛତା ହିଁ ସେବା କାର୍ଯ୍ୟକ୍ରମ

ଉତ୍କେଲା ରେ ସ୍ବଛ୍ଛତା ହିଁ ସେବା କାର୍ଯ୍ୟକ୍ରମ

ଉତ୍କେଲା,୦୧/୧୦,ନିପ୍ର, ଜିଲ୍ଲା ବିଜେପି କୃଷକ ମୋର୍ଚା ସଭାପତି ବସନ୍ତ ପୁରୋହିତ ଙ୍କ ନେତୃତ୍ୱରେ ଉତ୍କେଲା ରେ ସ୍ୱଚ୍ଛତା କାର୍ଯ୍ୟକ୍ରମ ବିଭିନ୍ନ ସ୍ଥାନ ରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ବିଜେପି କର୍ମୀ ଗଣ୍ଡାଧର ବଞ୍ଜରା,ସୁଦର୍ଶନ ଭୋଇ, ଅନ୍ୟ ସହଯୋଗୀ ବୃନ୍ଦ, ସ୍ୱଚ୍ଛ ସାଥି ମାନେ ଉପସ୍ଥିତ ରହି ଗ୍ରାମ କୁ ସ୍ୱଚ୍ଛ ଓ ସୁନ୍ଦର କରିବା ପାଇଁ ଶ୍ରମଦାନ କରିଥିଲେ l

ଉତ୍କେଲା ରୁ ଅର୍ଜୁନ ପୋଡ଼ ଙ୍କ ରିପୋର୍ଟ 

Related posts

କଲମପୁର ବ୍ଲକସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ

masiha

ରଜକୁଇନ ୨୦୨୩ ମୁକୁଟ ପିନ୍ଧିଲେ ଜଗତପୁର ସାନିଆ

Sunil Chandra Nayak

ବଡ଼ଦାଣ୍ଡ ସାହି ବିଦ୍ୟାଳୟର ବାର୍ଷିକ ଉତ୍ସବ 

masiha

Leave a Comment

error: Content is protected !!