ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋକସରା ବ୍ଲକ କଂଗ୍ରେସ କମିଟି ତରଫରୁ ଗାନ୍ଧୀ ଜୟନ୍ତୀ ପାଳିତ

କୋକସରା ବ୍ଲକ କଂଗ୍ରେସ କମିଟି ତରଫରୁ ଗାନ୍ଧୀ ଜୟନ୍ତୀ ପାଳିତ

 ଡାଳଗୁମା //  କୋକସରା ବ୍ଲକ କଂଗ୍ରେସ କମିଟି ତରଫରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ସ୍ଥାନୀୟ ଗାନ୍ଧୀ ଭବନ ଠାରେ ବ୍ଲକ କଂଗ୍ରେସ ସଭାପତି ଲିଙ୍ଗରାଜ ବେହେରା ଙ୍କ ପୌରହିତ୍ୟ ରେ ପାଳିତ ହୋଇଯାଇଅଛି। ପ୍ରଥମେ ଗାନ୍ଧୀ ଓ ଶାସ୍ତ୍ରୀ ଙ୍କ ଫଟୋ ଚିତ୍ର ରେ ପୁଷ୍ପ ମାଲ୍ୟାର୍ପଣ କରାଯାଇ ସଭା କାର୍ଯ ଆରମ୍ଭ ହୋଇଥିଲା । ସଭା ଆରମ୍ବ ପୂର୍ବରୁ ନୂତନ ଭାବରେ ମନୋନୀତ ଜିଲ୍ଲା ତଥା ବ୍ଲକ କର୍ମକର୍ତ୍ତା ଙ୍କୁ ଭବ୍ୟ ସମର୍ଦ୍ଧନl କରଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା କାର୍ଯକାରୀ ସଭାପତି ରବୀନ୍ଦ୍ର ପାଟଯୋଷୀ ଧର୍ମଗଡ ବ୍ଲକ ସଭାପତି ପ୍ରେମ ଲାଲ ସାଗର ଜିଲ୍ଲା ଉପସଭାପତି ପୁରୁଷୋତ୍ତମ ଗୁପ୍ତା ଜିଲ୍ଲା ସାଧାରଣ ସମ୍ପାଦକ ତ୍ରିଭୁବନ ନାଏକ , ରାଜିନ୍ଦ୍ର ନାଏକ, ସୁରେଶ ଭଏସାଲ , ମାର୍ଖଣ୍ଡ ବେମାଲ, ଘନ ଜାଲ ,ମହେନ୍ଦ୍ର କୁମାର ଧରୁଅl ,  ମଣିଭଦ୍ର ପଣ୍ଡା ଜୋନ ସଭାପତି ଯତୀନ୍ଦ୍ର ଦଳେଇ , କମକ ନାଏକ , ବୁଟୁ ସରବୁ , ମାଧୁରୀ ନିଆଲ ପ୍ରମୁଖ ଉପସ୍ଥିତ ହୋଇ କଂଗ୍ରେସ ସଂଗଠନ କୁ ମଜଭୁତ କରିବା ସହ ଘରେ ଘରେ କଂଗ୍ରେସ ଘରେ ଘରେ ହାତ କାର୍ଯ୍ୟକର୍ମ କୁ ଜନସାଧାଣଙ୍କ ପାଖରେ ପହଞ୍ଚାଇବାକୁ ସମସ୍ତ କର୍ମୀ ମାନଙ୍କୁ ଅନୁରୋଧ କରିଥିଲେ ।

ମହେନ୍ଦ୍ର ଧରୁଆ ଙ୍କ ରିପୋର୍ଟ୍

Related posts

ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ ସମୟାନୁବର୍ତ୍ତିତା ସଫଳତାର ମୂଳମନ୍ତ୍ର

masiha

ଜଗତ ଗୁରୁ ଠାକୁର ଅଭିରାମ ପରମହଂସ ଙ୍କ ୨୧ ତମ ବାର୍ଷିକ ଉତ୍ସବ

masiha

ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା,ଜଣେ ମୃତ, ଜଣେ ଗୁରୁତର

Leave a Comment

error: Content is protected !!